ମେ’ ୩୧ରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ମେ’ ୩୧ ତାରିଖ ଦିନ ୧୧ଟାରେ ପ୍ରକାଶ ପାଇବ। ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରିସରରେ ପରୀକ୍ଷା ଫଳ ପୁସ୍ତିକାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଉନ୍ମୋଚନ କରିବେ। ପରୀକ୍ଷା ଫଳ ୱେବସାଇଟ୍‌ www.chseodisha.nic.in ଓ www.odisharesult.nic.in ରେ ମଧ୍ୟ ଉପଲବ୍ଧ ହେବ। ଚଳିତବର୍ଷ କଳାରେ ୨୪,୩୫,୧୮ ଜଣ, ବାଣିଜ୍ୟରେ ୨୮,୫୧୬ ଓ […]

CBSE +2 Board result at Sacred Heart School

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 11:22 PM IST

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ମେ’ ୩୧ ତାରିଖ ଦିନ ୧୧ଟାରେ ପ୍ରକାଶ ପାଇବ। ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରିସରରେ ପରୀକ୍ଷା ଫଳ ପୁସ୍ତିକାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଉନ୍ମୋଚନ କରିବେ। ପରୀକ୍ଷା ଫଳ ୱେବସାଇଟ୍‌ www.chseodisha.nic.in ଓ www.odisharesult.nic.in ରେ ମଧ୍ୟ ଉପଲବ୍ଧ ହେବ।

ଚଳିତବର୍ଷ କଳାରେ ୨୪,୩୫,୧୮ ଜଣ, ବାଣିଜ୍ୟରେ ୨୮,୫୧୬ ଓ ଧନ୍ଦାମୂଳକରେ ୮୬୦୫ ଜଣ ପରୀକ୍ଷା ଦେଇଛନ୍ତି।

Related story