ଆସିକା: ଆଦିବାସୀ ନେତାଙ୍କୁ ଗଳାକାଟି ହତ୍ୟା

ଆସିକା: ଗଞ୍ଜାମ ଜିଲ୍ଲା ଆସିକାର ଜଣେ ଆଦିବାସୀ ନେତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଏଡୁଙ୍ଗୁ ଗମାଙ୍ଗ। ପୂର୍ବ ଶତ୍ରୁତାକୁ  କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଥାନା  କୁମାରବନ୍ଧ ଗାଁ ଦାଣ୍ଡରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

asika

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 06:43 AM IST

Related story