ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ଗୃହରେ ହଟ୍ଟଗୋଳ କରିପାରନ୍ତି ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ  ଥମୁନି ଚାଷୀ ଆତ୍ମହତ୍ୟା ଝଡ଼। ଆଜି ବି ଏହି  ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିପାରନ୍ତି ବିରୋଧୀ। ଗତକାଲି ମଧ୍ୟ କଂଗ୍ରେସ ସଦସ୍ୟ  ଗୃହରେ ହୋହଲ୍ଲା କରିଥିଲେ। ଫଳରେ  ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମୁଲତବୀ ନୋଟିସ୍‌ ଗ୍ରହଣ ନ ହେବାରୁ ହୋହାଲ୍ଲା ସହ ତୁମ୍ବି ତୋଫାନ କରିଥିଲେ ବିରୋଧୀ।

Odisha-Assembly-5

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 09:44 AM IST

ଭୁବନେଶ୍ୱର: ବିଧାନସଭାରେ  ଥମୁନି ଚାଷୀ ଆତ୍ମହତ୍ୟା ଝଡ଼। ଆଜି ବି ଏହି  ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିପାରନ୍ତି ବିରୋଧୀ।

ଗତକାଲି ମଧ୍ୟ କଂଗ୍ରେସ ସଦସ୍ୟ  ଗୃହରେ ହୋହଲ୍ଲା କରିଥିଲେ। ଫଳରେ  ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମୁଲତବୀ ନୋଟିସ୍‌ ଗ୍ରହଣ ନ ହେବାରୁ ହୋହାଲ୍ଲା ସହ ତୁମ୍ବି ତୋଫାନ କରିଥିଲେ ବିରୋଧୀ।

Related story