ଏଟି ଲିଙ୍କ୍‌: ରଜତ ଚୌଧୁରୀଙ୍କ ନାଁରେ ଚାର୍ଜସିଟ ଦାଖଲ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ  ରାଜ୍ୟ  ଯୁବ କଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀ ନାଁରେ ଆଜି  ସିବିଆଇ ଚାର୍ଜସିଟ  ଦାଖଲ କରିଛି। ଏଟି ଚିଟଫଣ୍ଡ  ଲିଙ୍କ୍‌  ମାମଲାରେ ପୂର୍ବରୁ ରଜତଙ୍କୁ ଗିରଫ  କରିଥିଲା ସିବିଆଇ। ଏହା ସହ ଏଟି ଅଧିକାରୀ ମହମ୍ମଦ  ହନିଫଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଖଲ  କରାଯାଇଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ  ଲିଙ୍କ୍‌ ଥିବା ନେଇ ରାଜ୍ୟ  ଯୁବ କଂଗ୍ରେସ ସଭାପତି ପଦରୁ ରଜତଙ୍କୁ ନିଲମ୍ବନ କରାଯାଇଥିଲା।

rajat

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 02:52 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ  ରାଜ୍ୟ  ଯୁବ କଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀ ନାଁରେ ଆଜି  ସିବିଆଇ ଚାର୍ଜସିଟ  ଦାଖଲ କରିଛି। ଏଟି ଚିଟଫଣ୍ଡ  ଲିଙ୍କ୍‌  ମାମଲାରେ ପୂର୍ବରୁ ରଜତଙ୍କୁ ଗିରଫ  କରିଥିଲା ସିବିଆଇ। ଏହା ସହ ଏଟି ଅଧିକାରୀ ମହମ୍ମଦ  ହନିଫଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଖଲ  କରାଯାଇଛି।

ଅର୍ଥତତ୍ତ୍ୱ ଚିଟଫଣ୍ଡ  ଲିଙ୍କ୍‌ ଥିବା ନେଇ ରାଜ୍ୟ  ଯୁବ କଂଗ୍ରେସ ସଭାପତି ପଦରୁ ରଜତଙ୍କୁ ନିଲମ୍ବନ କରାଯାଇଥିଲା।

Related story