ବିଧାନସଭା ଶୀତ ଅଧିବେଶନ: ୧୧ହଜାର ୪୪୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରେ ସରକାରଙ୍କ ପକ୍ଷରୁ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ୨୦୧୫-୧୬ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ୧୧ହଜାର ୪୪୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ପଞ୍ଚାୟତିରାଜ ବିଭାଗ ଲାଗି ସର୍ବାଧିକ ଅର୍ଥ ବ୍ୟୟବରାଦ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଲାଗି ୧୯୨୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ପୂର୍ତ୍ତ ବିଭାଗ ଲାଗି ୧୩୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା […]

assembly

assembly

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 10:58 AM IST

Sports

Latest News

ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରେ ସରକାରଙ୍କ ପକ୍ଷରୁ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ୨୦୧୫-୧୬ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ୧୧ହଜାର ୪୪୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ପଞ୍ଚାୟତିରାଜ ବିଭାଗ ଲାଗି ସର୍ବାଧିକ ଅର୍ଥ ବ୍ୟୟବରାଦ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଲାଗି ୧୯୨୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ପୂର୍ତ୍ତ ବିଭାଗ ଲାଗି ୧୩୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲାଗି ୮୫୪ କୋଟି, କୃଷି ବିଭାଗ ଲାଗି ୪୮୯, ଗୃହ ବିଭାଗ ଲାଗି ୮୦, ଜଳସମ୍ପଦ ବିଭାଗ ଲାଗି ୨୮୦, ସ୍ୱାସ୍ଥ୍ୟ ବିଭାଗ ଲାଗି ୧୨୩, ରଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଲାଗି ୧୭ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story