ଆତ୍ମସମର୍ପଣ କଲେ ୧୨୯ ମାଓ ସମର୍ଥକ, ମାଓବାଦୀ ଭୟରେ ଗାଁ ଛାଡ଼ିଲେ ୧୫ ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୋଟିଏ ପଟେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଉ ଗୋଟେ ପଟେ ମାଓବାଦୀଙ୍କ ଭୟରେ ୧୫ ପରିବାର ଏକ ଗାଁ ଛାଡି ଚାଲିଯାଇଛନ୍ତି । ଗୁରୁବାର ମାଲକାନଗିରି ଏସପିଙ୍କ ନିକଟରେ କାଲିମେଳା ଥାନା ବାରୁଗେଇ ଗାଁର ୧୨୯ଜଣ ମାଓ ସମର୍ଥକ । ଏହି ଆତ୍ମସମର୍ପଣକରୀଙ୍କ ମଧ୍ୟରେ ୧୮ ଜଣ ମାଓ ସମର୍ଥକଙ୍କ ସମେତ ୩୫ ମହିଳା ଓ ୬ ଗ୍ରାମ୍ୟ କମିଟି ସଦସ୍ୟ ଅଛନ୍ତି । ଅନ୍ୟପକ୍ଷେ ମାଓବାଦୀଙ୍କ ଭୟରେ […]

malkangiri

malkangiri

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 10:15 AM IST

Sports

Latest News

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୋଟିଏ ପଟେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଉ ଗୋଟେ ପଟେ ମାଓବାଦୀଙ୍କ ଭୟରେ ୧୫ ପରିବାର ଏକ ଗାଁ ଛାଡି ଚାଲିଯାଇଛନ୍ତି । ଗୁରୁବାର ମାଲକାନଗିରି ଏସପିଙ୍କ ନିକଟରେ କାଲିମେଳା ଥାନା ବାରୁଗେଇ ଗାଁର ୧୨୯ଜଣ ମାଓ ସମର୍ଥକ । ଏହି ଆତ୍ମସମର୍ପଣକରୀଙ୍କ ମଧ୍ୟରେ ୧୮ ଜଣ ମାଓ ସମର୍ଥକଙ୍କ ସମେତ ୩୫ ମହିଳା ଓ ୬ ଗ୍ରାମ୍ୟ କମିଟି ସଦସ୍ୟ ଅଛନ୍ତି । ଅନ୍ୟପକ୍ଷେ ମାଓବାଦୀଙ୍କ ଭୟରେ ବିଚ୍ଛିନ୍ନାଞ୍ଚଳ ଝାକଡପଦର ଗାଁର ୧୫ ପରିବାର ଗାଁ ଛାଡି ଚାଲିଯାଇଛନ୍ତି । ମାଓବାଦୀମାନେ ବାରମ୍ବାର ହତ୍ୟା ଧମକ ଦେଉ ଥିବାରୁ ଏହି ପରିବାରମାନେ ଘର ଛାଡିଥିବା କହିଛନ୍ତି । ବର୍ତ୍ତମାନ ଘର ଛାଡି ଚାଲିଯାଇଥିବା ୧୫ ପରିବାର ଖଇରପୁଟ ଗାଁରେ ଆଶ୍ରୟ ନେଇଛନ୍ତି ।

malkangiri

ତେବେ ଗତ ୧୧ ଦିନ ମଧ୍ୟରେ ୪ଜଣ ମାଓବାଦୀଙ୍କ ସହ ଶତାଧିକ ମାଓ ସମର୍ଥକ ଆତ୍ମ ସମର୍ପଣ କରିଛନ୍ତି । ଅଗଷ୍ଟ ୩୧ ତାରିଖରେ ଜଣେ ମାଓବାଦୀଙ୍କ ସହ ଶତାଧିକ ମାଓ ସମର୍ଥକ ଆତ୍ମ ସମର୍ପଣ କରିଥିଲେ । ସେହିପରି ସେପ୍ଟେମ୍ବର ୫ ତାରିଖରେ ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଗତ ୮ ତାରିଖରେ କାଲିମେଳା ଥାନା ଗୁମୁକାଗୁଡା ଓ ଏନ୍ତାଗୁଡା ଗାଁର ୧୫୦ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ । ସେହିପରି ଗତକାଲି ସ୍ୱପ୍ନା ହୁନାଗା ନାମ୍ନୀ ଜଣେ ମହିଳା ମାଓବାଦୀ ରାଉରକେଲା ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story