ବିଭୂ ପ୍ରସାଦ କାନୁନଗୋ ହେବେ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ: ଆଉ ଜଣେ ଓଡ଼ିଆ ହେବେ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର। ସେ ହେଉଛନ୍ତି ବିଭୂ ପ୍ରସାଦ କାନୁନଗୋ। ଆସନ୍ତା ଏପ୍ରିଲରୁ ସେ ଦାୟିତ୍ୱ ନେବେ। ସେ ଏବେ ଆର୍‌ବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଅଛନ୍ତି। ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଏଚ୍‌.ଆର ଖାନ୍‌ ଥିଲେ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର।

rbi

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 11:00 PM IST

ନୂଆଦିଲ୍ଲୀ: ଆଉ ଜଣେ ଓଡ଼ିଆ ହେବେ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର। ସେ ହେଉଛନ୍ତି ବିଭୂ ପ୍ରସାଦ କାନୁନଗୋ। ଆସନ୍ତା ଏପ୍ରିଲରୁ ସେ ଦାୟିତ୍ୱ ନେବେ। ସେ ଏବେ ଆର୍‌ବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଅଛନ୍ତି।

ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଏଚ୍‌.ଆର ଖାନ୍‌ ଥିଲେ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର।

Related story