ରାମବାବାଙ୍କ ପରାମର୍ଶ: କହିଲେ,ମିଶିକି କାମ କରନ୍ତୁ ନବୀନ ଓ ମୋଦି,ଦାମ କହିଲେ,ବାବା ଏଣିକି ଯୋଗ ଛାଡନ୍ତୁ,ରାଜନୀତି କରନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷିତ ଓ ଭଲ ଲୋକ। ମୁଁ ଆଶା କରୁଛି ତାଙ୍କ ନେତୃତ୍ୱରେ ଓଡ଼ିଶା ଆଗକୁ ଆହୁରି ବଢ଼ିବ। ସମୟ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଏକାଠି କାମ କରନ୍ତୁ।  ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ।   ପତଞ୍ଜଳି ଡିଷ୍ଟ୍ରିବ୍ୟୁଟର କନଭେନସନରେ ଯୋଗ ଦେବାକୁ ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ବାବା ରାମଦେବ ଏହା କହିଛନ୍ତି।
ସେ କହିଛନ୍ତି,“ଓଡ଼ିଶାରେ ବର୍ଷେ ଦୁଇ ବର୍ଷ ମଧ୍ୟରେ ଯୋଗ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି।  ସ୍କୁଲ ଓ କଲେଜରେ ଯୋଗ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ସରକାରଙ୍କୁ  ଏଥିପାଇଁ ପଦକ୍ଷେପ ନେବା ଆବଶ୍ୟକ। ପତଞ୍ଜଳି ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ। ମୁଁ  ୧୫ ବର୍ଷ ହେବ ଓଡ଼ିଶା ଆସୁଛି। ଓଡ଼ିଶା ଜଗନ୍ନାଥଙ୍କ ଧାମ। ଏଠାକାର ଲୋକ ଧର୍ମନିଷ୍ଠ, ରାଷ୍ଟ୍ରନିଷ୍ଠ  ଓ ବହୁତ ସର୍ଚ୍ଚୋଟ।”
ଅନ୍ୟପକ୍ଷରେ ବାବା ରାମଦେବଙ୍କ କଥାକୁ କଡ଼ା ସମାଲୋଚନା କରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ।
ସେ କହିଛନ୍ତି,’“ରାମଦେବ ବାବା ଯୋଗ କଥା ଛାଡି ଏଣିକି ରାଜନୀତି କରନ୍ତୁ। ଭଲ ହେବ। ଭାରତ ଏକ ସଂଘୀୟ ରାଷ୍ଟ୍ର । ସମ୍ବିଧାନର ବ୍ୟବସ୍ଥା ବୁଝିକି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବାକୁ ରାମଦେବ ପ୍ରଧାନମନ୍ତ୍ରୀଙ୍କୁ  କୁହନ୍ତୁ।”
Ordigital Desk
• Published: Wednesday, 23 August 2017
• Updated: 23 August 2017, 10:43 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos