ବାଲେଶ୍ୱର: ଧାମରା ହ୍ୱିଲର୍‌ ଦ୍ୱୀପରୁ ପରୀକ୍ଷଣ ହେଲା ଇଣ୍ଟରସେପ୍ଟର

ବାଲେଶ୍ୱର: ଆଜି ଧାମରା ହ୍ୱିଲର୍‌ ଦ୍ୱୀପରୁ  ଇଣ୍ଟରସେପ୍ଟର ମିସାଇଲର ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ପୃଥ୍ୱୀକୁ ଟାର୍ଗେଟ୍‌ କରିଛି। ପୃଥ୍ୱୀକୁ ଦିନ ୧୧ଟା ୧୫ ମିନିଟ୍‌ରେ  ପାରାଦୀପ ନିକଟସ୍ଥ ଏକ ଯୁଦ୍ଧ ଜାହାଜରୁ ଉତ୍‌କ୍ଷେପଣ କରାଯାଇଥିଲା। ତା’ପରେ ୧୧ଟା ୧୮ ମିନିଟ୍‌ର ସ୍ୱୟଂଚାଳିତ ଇଣ୍ଟରସେପ୍ଟରକୁ ଛଡାଯାଇଥିଲା। ଏହା ପୂର୍ବରୁ ଇଣ୍ଟରସେପ୍ଟର ମିସାଇଲର ୧୧ଥର ପରୀକ୍ଷଣ କରାଯାଇ ସାରିଛି। ଆଜିର ପରୀକ୍ଷଣ ସଫଳ ହେଲେ ଏହାକୁ ସେନାର ସାମିଲ୍‌ କରାଯିବା […]

Missile

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 08:22 AM IST

ବାଲେଶ୍ୱର: ଆଜି ଧାମରା ହ୍ୱିଲର୍‌ ଦ୍ୱୀପରୁ  ଇଣ୍ଟରସେପ୍ଟର ମିସାଇଲର ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ପୃଥ୍ୱୀକୁ ଟାର୍ଗେଟ୍‌ କରିଛି। ପୃଥ୍ୱୀକୁ ଦିନ ୧୧ଟା ୧୫ ମିନିଟ୍‌ରେ  ପାରାଦୀପ ନିକଟସ୍ଥ ଏକ ଯୁଦ୍ଧ ଜାହାଜରୁ ଉତ୍‌କ୍ଷେପଣ କରାଯାଇଥିଲା। ତା’ପରେ ୧୧ଟା ୧୮ ମିନିଟ୍‌ର ସ୍ୱୟଂଚାଳିତ ଇଣ୍ଟରସେପ୍ଟରକୁ ଛଡାଯାଇଥିଲା। ଏହା ପୂର୍ବରୁ ଇଣ୍ଟରସେପ୍ଟର ମିସାଇଲର ୧୧ଥର ପରୀକ୍ଷଣ କରାଯାଇ ସାରିଛି। ଆଜିର ପରୀକ୍ଷଣ ସଫଳ ହେଲେ ଏହାକୁ ସେନାର ସାମିଲ୍‌ କରାଯିବା ସମ୍ଭାବନା ରହିଛି।

Related story