ବାଲେଶ୍ୱର: ଡାକ୍ତରଖାନା ବେଡରୁ ଖସି ପଡି ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ଡାକ୍ତରଖାନା ପରିସରରେ  ଉତ୍ତେଜନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏସ୍ଏନସିୟୁ ୱାର୍ଡ ବେଡରୁ ଆଜି ସକାଳୁ ଏକ ନବଜାତ ଶିଶୁ ଖସିପଡି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଶିଶୁଟି ନର୍ସଙ୍କ ହାତରୁ ଖସି ପଡିଛି କିମ୍ୱା ବେଡରୁ ଖସି ପଡିଥିବା ଶିଶୁର ବାପା ସିଡିଏମ୍ଓଙ୍କ ପାଖରେ ଏନେଇ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ପାଟିତୁଣ୍ଡ କରିବା ସହ ଏସନସିୟୁର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ କରି ବସି ରହିଥିଲେ। ଅବହେଳା ଯୋଗୁଁ […]

baleswer

baleswer

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 06:44 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏସ୍ଏନସିୟୁ ୱାର୍ଡ ବେଡରୁ ଆଜି ସକାଳୁ ଏକ ନବଜାତ ଶିଶୁ ଖସିପଡି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଶିଶୁଟି ନର୍ସଙ୍କ ହାତରୁ ଖସି ପଡିଛି କିମ୍ୱା ବେଡରୁ ଖସି ପଡିଥିବା ଶିଶୁର ବାପା ସିଡିଏମ୍ଓଙ୍କ ପାଖରେ ଏନେଇ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ପାଟିତୁଣ୍ଡ କରିବା ସହ ଏସନସିୟୁର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ କରି ବସି ରହିଥିଲେ। ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ଘଟିଛି ବୋଲି ଉତ୍ୟକ୍ତ ଲୋକେ ଅଭିଯୋଗ କରିଥିଲେ।

ଡାକ୍ତରଖାନାର ସିଡିଏମ ଓଏବଂ ଏଡିଏମଓ ସ୍ଥିତିର ଅନୁଧ୍ୟାନ କରିବା ପରେ ମୃତ ଶିଶୁର ପରିବାରଙ୍କ ସହ ଆଲୋଚନା କରିଛନ୍ତି। ଶିଶୁଟିର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଯାହା ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଯଦି ରିପୋର୍ଟରେ ଆସେ ଶିଶୁଟି ନର୍ସଙ୍କ ହାତରୁ ଖସି ପଡି ମୃତ୍ୟୁ ଘଟିଛି ତା’ହେଲେ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଶିଶୁଟି ଦୁଇ ଦିନ ତଳେ ଜନ୍ମ ହୋଇଥିଲା।  ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଥିଲା ଯେ, ସେ ହୃଦ୍ ଜନିତ ରୋଗରେ ପୀଡିତ ଥିଲା। ଗତକାଲି ରାତିରେ ଶିଶୁଟିକୁ ଏସ୍ଏନସିୟୁ ୱାର୍ଡକୁ ପଠାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story