ଘରକୁ ଏହିସବୁ ସଂକେତ ପ୍ରବେଶ କରୁଛି କି ? ଘଟିପାରେ ଦୁର୍ଘଟଣା

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହ ଚଳନ ଠିକ୍‌ ନଥିଲେ ମଣିଷକୁ ଅନେକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଏତିକିବେଳେ ଦୁଃସ୍ୱପ୍ନ ଦେଖିବା ସହିତ ବିଭିନ୍ନ ଖରାପ ସଂକେତ ମିଳେ। ବେଳେ ବେଳେ ଏହି ସଂକେତରୁ ଜଣା ପଡ଼ିଯାଏ ଯେ ସମୟ ବର୍ତ୍ତମାନ ଖରାପ ଚାଲିଛି । ଆଜିର ଯୁବପିଢ଼ି ଏକଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରୁ ନଥିଲେ ବି ଏଡ଼ାଇ ଦେଇ ପାରନ୍ତି ନାହିଁ।  ଆଜି ଆମେ ଆପଣଙ୍କୁ ଏଇଭଳି କିଛି ସଂକେତ ବିଷୟରେ ଜଣାଇବୁ ଯାହାକୁ ଦେଖିଲେ […]

home fnl

home fnl

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 07:59 PM IST

Sports

Latest News

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହ ଚଳନ ଠିକ୍‌ ନଥିଲେ ମଣିଷକୁ ଅନେକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଏତିକିବେଳେ ଦୁଃସ୍ୱପ୍ନ ଦେଖିବା ସହିତ ବିଭିନ୍ନ ଖରାପ ସଂକେତ ମିଳେ। ବେଳେ ବେଳେ ଏହି ସଂକେତରୁ ଜଣା ପଡ଼ିଯାଏ ଯେ ସମୟ ବର୍ତ୍ତମାନ ଖରାପ ଚାଲିଛି । ଆଜିର ଯୁବପିଢ଼ି ଏକଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରୁ ନଥିଲେ ବି ଏଡ଼ାଇ ଦେଇ ପାରନ୍ତି ନାହିଁ।  ଆଜି ଆମେ ଆପଣଙ୍କୁ ଏଇଭଳି କିଛି ସଂକେତ ବିଷୟରେ ଜଣାଇବୁ ଯାହାକୁ ଦେଖିଲେ ବୁଝି ଜିବେ ଯେ ବର୍ତ୍ତମାନ ଆପଣ ସମୟ ଖରାପ ଚାଲିଛି।  ଆସନ୍ତୁ ଜାଣିବା ଏହିସବୁ ଖରାପ ସଂକେତ ବିଷୟରେ।

ଘରକୁ ଅଶୁଦ୍ଧ ପବନ ବୋହିବା: ଯଦି ଆପଣଙ୍କ ଘରେ ଏପରି ଅଶୁଦ୍ଧ ବା ଦୁର୍ଗନ୍ଧ ପବନ ବୋହୁଛି ତାହାଲେ  ସେଠାରେ ଗୁରୁଙ୍କ କୃପାଦୃଷ୍ଟି ପଡ଼ିପାରୁ ନାହିଁ ବୋଲି ସୂଚନା ଦେଇଥାଏ। ଫଳରେ ପାଠପଢ଼ାରେ ପିଲାମାନଙ୍କ ମନା ଲାଗେ ନାହିଁ। ପରୀକ୍ଷାରେ ଖରାପ ନମ୍ବର ଆସେ। ଏପରି ହେଉଥିଲେ ଘର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ।

ଘରର ସଦସ୍ୟ ଭଣ୍ଡବାବାଙ୍କ ଶରଣ ନେବା: ଅନେକ ସମୟରେ ଘରେ ବିଭିନ୍ନ ସମସ୍ୟା ଦେଖାଦେଉଥିବାରୁ ଘରର ସଦସ୍ୟମାନେ ଭଣ୍ଡ ବାବାଙ୍କ ସରଣ ପଶନ୍ତି। ତାଙ୍କ କହିବାଆନୁଯାୟୀ ବିଭିନ୍ନ କାର୍ଯ୍ୟ କରନ୍ତି। ଯାହା ଗୁରୁ ଗ୍ରହ ଉପରେ କୁ-ପ୍ରଭାବ ପକାଇଥାଏ।

ଦାଢ଼ି ଲମ୍ବା ରଖିଲେ: ଯେବେ କୌଣସି ବ୍ୟକ୍ତି ଲମ୍ବା ଦାଢ଼ି ରଖି ବହୁତ ଗୁଡ଼ିଏ ମୋତି ମାଳ ଗଳାରେ ଧାରଣ କଲେ ଜାଣି ରଖନ୍ତୁ ସେହି ଲୋକର ସମୟ ଖରାପ ଚାଲିଛି।

ଘରେ କଳି ହେବା: ଘରେ ସବୁବେଳେ କଳହ ଲାଗି ରହିବା। ସ୍ୱାମୀ -ସ୍ତ୍ରୀ ମଧ୍ୟରେ ସମ୍ପର୍କ ବାରମ୍ବାର ବିଗିଡ଼ିବା। ପିଲାମାନଙ୍କ ମଧ୍ୟରେ ମାଡ଼ ପିଟ୍ ଲାଗି ରହିବା, ଏସବୁ ଘଟୁଥିଲେ ସମୟ ଖରାପ ଚାଲିଛି ବୋଲି ବୁଝିଜିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story