ପ୍ରାକୃତିକ ବିପର୍ଯ୍ୟୟ ବେଳେ କ’ଣ କରିବେ? ଏଣିକି ସ୍କୁଲରେ ପିଲାଙ୍କୁ ପଢ଼ାଯିବ

Ordigital Desk
  • Published: Sunday, 29 October 2017
  • , Updated: 29 October 2017, 01:48 PM IST
<p>ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପ୍ରଶମନ ପାଠ ସାମିଲ ହେବ। ବିପର୍ଯ୍ୟୟ ମୁକାବିଲା ନେଇ ସ୍କୁଲରେ ପିଲା ଶିକ୍ଷା ନେବେ ବୋଲି ଗଣଶିକ୍ଷା ସଚିବ ତଥା ଓସଡମା ଏମଡି ପ୍ରଦୀପ୍ତ ମହାପାତ୍ର &nbsp;କହିଛନ୍ତି।&nbsp; ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଏହା କହିଛନ୍ତି।</p> <p>ସେ ଆହୁରି କହିଛନ୍ତି,&ldquo;ବନ୍ୟା ଓ ବାତ୍ୟା କ&rsquo;ଣ କରିବାକୁ ପଡ଼ିବ ସ୍କୁଲରେ ସେନେଇ ପିଲାଙ୍କୁ ଶିକ୍ଷା ଦିଆଯିବ।&rdquo;</p>

Related story