ଦେବଦଳନ ପରେ ତାଳଧ୍ୱଜ ରଥରେ ତ୍ରୁଟି: ଚାରିନାହାକାରେ ସମସ୍ୟା

ପୁରୀ: ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ତା’ପୂର୍ବରୁ ଅଘଟଣ। ନନ୍ଦିଘୋଷକୁ ଛାଡ଼ି ଉଭୟ ଦେବଦଳନ ଏବଂ ତାଳଧ୍ୱଜ ରଥ ନିର୍ମାଣରେ ସୃଷ୍ଟି ହୋଇଛି ବିଭ୍ରାଟ। ଗତକାଲି ଦେବଦଳନ ରଥର ଅଖ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଆଜି ମହାପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥରେ ମଧ୍ୟ ତ୍ରୁଟି ଦେଖାଦେଇଛି।

[vc_video link=" " align="center"]

ତାଳଧ୍ୱଜ ରଥର ପଛରେ ଥିବା ଚାରିନାହାକାରେ ତ୍ରୁଟି ଥିବା ଜଣାପଡ଼ିଛି। ଚାରିନାହାକାର କାଠ ଅଧତ୍କ କଟିଥିବାରୁ କ୍ଲାମ୍ପ ଲଗାଯାଇଛି। ତା’ସହ ନଜର ହଟାଇବା ପାଇଁ ଫାଟ ସ୍ଥାନରେ କାଠଗୁଣ୍ଡ ଦେଇ ବନ୍ଦ ହୋଇଥିବା କୁହାଯାଉଛି।

Ordigital Desk
• Published: Thursday, 22 June 2017
• Updated: 22 June 2017, 09:11 AM IST

Sports

Latest News

ପୁରୀ: ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ତା’ପୂର୍ବରୁ ଅଘଟଣ। ନନ୍ଦିଘୋଷକୁ ଛାଡ଼ି ଉଭୟ ଦେବଦଳନ ଏବଂ ତାଳଧ୍ୱଜ ରଥ ନିର୍ମାଣରେ ସୃଷ୍ଟି ହୋଇଛି ବିଭ୍ରାଟ। ଗତକାଲି ଦେବଦଳନ ରଥର ଅଖ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଆଜି ମହାପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥରେ ମଧ୍ୟ ତ୍ରୁଟି ଦେଖାଦେଇଛି।

[vc_video link=" " align="center"]

ତାଳଧ୍ୱଜ ରଥର ପଛରେ ଥିବା ଚାରିନାହାକାରେ ତ୍ରୁଟି ଥିବା ଜଣାପଡ଼ିଛି। ଚାରିନାହାକାର କାଠ ଅଧତ୍କ କଟିଥିବାରୁ କ୍ଲାମ୍ପ ଲଗାଯାଇଛି। ତା’ସହ ନଜର ହଟାଇବା ପାଇଁ ଫାଟ ସ୍ଥାନରେ କାଠଗୁଣ୍ଡ ଦେଇ ବନ୍ଦ ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos