ପ୍ରସ୍ତୁତ ହେଲା କଳା ବିଲାତି: ଏସବୁ ରୋଗରୁ ଦେବ ମୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଞ୍ଜାଳମୟ ଜୀବନରେ ଟିକେ ସମୟ ବାହାର କରିବା କଷ୍ଟକର ହୋଇଗଲାଣି। ଦୈନନ୍ଦିନ କାମରେ ପରିବର୍ତ୍ତନ ଘଟିଛି। ଜୀବନଶୈଳୀରେ ଏହି ପରିବର୍ତ୍ତନ ଯୋଗୁଁ ଆମେ ନାନା ପ୍ରକାର ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୁଗାର ସମସ୍ୟା ଏହା ମଧ୍ୟରେ ଗୋଟିଏ। ଅଧିକାଂଶ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏପରି ଏକ ପରିବା ଅଛି ଯାହାକୁ ଖାଇବା ଦ୍ୱାରା ଏପରି ସମସ୍ୟା ବହୁ ମାତ୍ରାରେ ଦୂର ହୋଇଯିବ। ଆପଣ ରୋଷେଇରେ ବିଲାତି […]

black-tomato

black-tomato

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 09:17 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଞ୍ଜାଳମୟ ଜୀବନରେ ଟିକେ ସମୟ ବାହାର କରିବା କଷ୍ଟକର ହୋଇଗଲାଣି। ଦୈନନ୍ଦିନ କାମରେ ପରିବର୍ତ୍ତନ ଘଟିଛି। ଜୀବନଶୈଳୀରେ ଏହି ପରିବର୍ତ୍ତନ ଯୋଗୁଁ ଆମେ ନାନା ପ୍ରକାର ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୁଗାର ସମସ୍ୟା ଏହା ମଧ୍ୟରେ ଗୋଟିଏ। ଅଧିକାଂଶ ଲୋକ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଏପରି ଏକ ପରିବା ଅଛି ଯାହାକୁ ଖାଇବା ଦ୍ୱାରା ଏପରି ସମସ୍ୟା ବହୁ ମାତ୍ରାରେ ଦୂର ହୋଇଯିବ।

ଆପଣ ରୋଷେଇରେ ବିଲାତି ବ୍ୟବହାର କରୁଥିବେ। ଏହା ଦେଖିବାକୁ ଲାଲ ରଙ୍ଗର ହୋଇଥାଏ। କେବେ କଳା ବିଲାତି ବିଷୟରେ ଶୁଣିଛନ୍ତି କି ? କ’ଣ ଆଶ୍ଚର୍ଯ୍ୟ ଲାଗୁଛି ? ହେଲେ ଏହା ସତ। କଳା ବିଲାତି ବି ଅଛି। ଏହା ସ୍ୱାସ୍ଥ୍ୟ ପାଇଁ ବହୁ ହିତକର। ଭାରତରେ ଏହା ଚାଷ ହେଉ ନଥିଲେ ବି ବାହାରୁ ଆମଦାନୀ କରିହେବ।

black-tomatoପ୍ରଥମେ ବ୍ରିଟେନ୍‌ରେ ଏହା ପ୍ରଥମ କରି ଚାଷ କରାଯାଇଥିଲା। ରେ ବ୍ରାଉନ୍‌ ଏହାକୁ ପ୍ରଥମେ ଚାଷ କରିଥିଲେ। ଜେନେଟିକ୍‌ ମ୍ୟୁଟେଶନ ଦ୍ୱାରା ଏହାକୁ ସୃଷ୍ଟି କରାଯାଇଛି। ଆସନ୍ତୁ ଜାଣିବା କଳା ବିଲାତି ଖାଇବା ଦ୍ୱାରା ସୁଗାର ସମସ୍ୟା ସହ ଆଉ କେଉଁ ସମସ୍ୟା ଦୂର ହୋଇଥାଏ।
୧. କଳା ବିଲାତିରେ ଫ୍ରି ରେଡିକଲ୍ସ ସହ ଲଢିବାର କ୍ଷମତା ରହିଛି। ଫ୍ରି ରେଡିକଲ୍ସ ବହୁତ ଅଧିକ ସକ୍ରିୟ ସେଲ୍‌ ହୋଇଥାଏ। ଫଳରେ ଏହା ଅନ୍ୟ ସୁସ୍ଥ ସେଲ୍‌କୁ କ୍ଷତି ପହଞ୍ଚାଇଥାଏ। ଏହା କ୍ୟାନସରକୁ ନିୟନ୍ତ୍ରଣ କରିବାରେ ବହୁ ଉପଯୋଗୀ ହୋଇଥାଏ।

୨. ଆଖି ପାଇଁ କଳା ବିଲାତି ବହୁତ ଉପକାରୀ। ଏହା ଶରୀରକୁ ଭିଟାମିନ ‘ଏ’ ଓ ‘ସି’ ଯୋଗାଇଥାଏ। ଭିଟାମିନ ‘ଏ’ ଆଖି ପାଇଁ ବହୁତ ଭଲ ହୋଇଥାଏ।

black-tomato୩. ଆପଣ ନିୟମିତ କଳା ବିଲାତି ଖାଉଥିଲେ ହୃଦରୋଗ ପରି ସମସ୍ୟାରୁ ଦୂରେଇ ରହିବେ। ଏଥିରେ ଥିବା ଏନ୍ଥୋସାଇନିନ୍‌ ଆପଣଙ୍କୁ ହୃତଘାତରୁ ରକ୍ଷା କରିବ।

୪. ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମିନେରାଲ, ଯେପରି ମ୍ୟାଗ୍ନେସିୟମ ଓ ପୋଟାଶିୟମ ରହିଛି। ଯାହା ଆପଣଙ୍କ ରକ୍ତ ସଂଚାରକୁ ଦୃଢ଼ କରିବ ଓ ରକ୍ତଚାପ ସମସ୍ୟାରୁ ମୁକ୍ତି ଦେବ।

୫. ମୋଟାପଣ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ କମ୍‌ ହୋଇଥାଏ, ଯାହା ମୋଟାପଣ କମାବାରେ ସହାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story