ଭବାନୀପାଟଣା: ଶ୍ୱାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

ଭବାନୀପାଟଣା: ଥୁଆମୂଳା ରାମପୁର ଥାନା ଗୋକଲମା ଗାଁରେ ଗତ ରାତିରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିବାହ ଉତ୍ସବରେ ଜେନେରେଟର ଚଲାଇ ୪ ଜଣ ଉକ୍ତ ଘରେ ଶୋଇ ପଡ଼ିଥିଲେ। ସେମାନେ ଜେନେରେଟର ଥିବା ଘରୁ ନ ବାହାରିବାରୁ ଆଜି କିଛି ଲୋକ ତାଙ୍କୁ ଡାକିବାକୁ ଯିବା ପରେ ଏହି […]

death

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 10:39 AM IST

ଭବାନୀପାଟଣା: ଥୁଆମୂଳା ରାମପୁର ଥାନା ଗୋକଲମା ଗାଁରେ ଗତ ରାତିରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିବାହ ଉତ୍ସବରେ ଜେନେରେଟର ଚଲାଇ ୪ ଜଣ ଉକ୍ତ ଘରେ ଶୋଇ ପଡ଼ିଥିଲେ। ସେମାନେ ଜେନେରେଟର ଥିବା ଘରୁ ନ ବାହାରିବାରୁ ଆଜି କିଛି ଲୋକ ତାଙ୍କୁ ଡାକିବାକୁ ଯିବା ପରେ ଏହି ଘଟଣା ଜଣାପଡିଥିଲା।

Related story