ଭୁବନେଶ୍ୱର ଆପଲୋ ହସ୍ପିଟାଲରୁ ମିଳିଲା ସାରଥିଙ୍କ ଗାଡି

ଭୁବନେଶ୍ୱର: ଆପଲୋ ହସ୍ପିଟାଲ ପରିସରରେ ଥିବା ଏକ ନମ୍ବର ବିହୀନ ଗାଡି ସାରଥିଙ୍କର ବୋଲି ଜଣାପଡିଛି । ହସ୍ପିଟାଲ ପରିସରରେ ଥିବା ଏହି ନମ୍ବର ବିହୀନ ଫରଚ୍ୟୁନ ଗାଡିଟି ସାରଥୀଙ୍କର ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି । ଗାଡିର ଇଞ୍ଜିନ ଓ ଚେସିସ୍ ନମ୍ୱରକୁ ଏମଭିଆଇ ଯାଞ୍ଚ କରାଯିବା ପରେ ଏହା ସାରଥିଙ୍କ ନାଁରେ ଭୁବନେଶ୍ୱର ଆରଟିଓଙ୍କ ନିକଟରେ ରେଜିଷ୍ଟ୍ରସନ ହୋଇଥିବା ଜଣାପଡିଛି । ଗାଡିକୁ ହସ୍ପିଟାଲ ପରିସରରୁ ସହିଦନଗର ଥାନାକୁ ନିଆଯାଇଛି । ପରବର୍ତ୍ତୀ […]

satyam 10

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 12:18 PM IST

ଭୁବନେଶ୍ୱର: ଆପଲୋ ହସ୍ପିଟାଲ ପରିସରରେ ଥିବା ଏକ ନମ୍ବର ବିହୀନ ଗାଡି ସାରଥିଙ୍କର ବୋଲି ଜଣାପଡିଛି । ହସ୍ପିଟାଲ ପରିସରରେ ଥିବା ଏହି ନମ୍ବର ବିହୀନ ଫରଚ୍ୟୁନ ଗାଡିଟି ସାରଥୀଙ୍କର ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି । ଗାଡିର ଇଞ୍ଜିନ ଓ ଚେସିସ୍ ନମ୍ୱରକୁ ଏମଭିଆଇ ଯାଞ୍ଚ କରାଯିବା ପରେ ଏହା ସାରଥିଙ୍କ ନାଁରେ ଭୁବନେଶ୍ୱର ଆରଟିଓଙ୍କ ନିକଟରେ ରେଜିଷ୍ଟ୍ରସନ ହୋଇଥିବା ଜଣାପଡିଛି । ଗାଡିକୁ ହସ୍ପିଟାଲ ପରିସରରୁ ସହିଦନଗର ଥାନାକୁ ନିଆଯାଇଛି । ପରବର୍ତ୍ତୀ ସମୟରେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ ବୋଲି କମିଶନର କହିଛନ୍ତି । ଗାଡିଟିକୁ କିଏ ଓ କେଉଁ ପରିସ୍ଥିତିରେ ଆଣି ହସ୍ପିଟାଲରେ ଆଣି ରଖିଲା ତାହାର ତଦନ୍ତ କରାଯାଉଥିବା ପୋଲିସ କହିଛି ।

Related story