ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ: ୩ଟି ମେଡିକାଲ କଲେଜ ହସ୍ପିଟାଲରେ ସରକାରୀ ଯୋଜନା ସଠିକ କାର୍ଯ୍ୟକାରୀ ହୋଇନି

ଭୁବନେଶ୍ୱର: ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ରିପୋର୍ଟ ଦାଖଲ କରିଛନ୍ତି । ସାଧାରଣ ଓ ସାମାଜିକ ସମ୍ପର୍କିତ (ସିଏଜି) ରିପୋର୍ଟ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ । ରିପୋର୍ଟରେ ମେଡିକାଲ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା । ତିନୋଟି ଯାକ ମେଡିକାଲ କଲେଜ ହସ୍ପିଟାଲରେ ସରକାରଙ୍କ ଯୋଜନା ସଠିକ କାର୍ଯ୍ୟକାରୀ କରାଯାଇନି। ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ୩ଟି ଯାକ ମେଡିକାଲ କଲେଜର ସମସ୍ତ ସରକାରୀ ଯୋଜନାର କାର୍ଯ୍ୟାକାରୀତା […]

cag

cag

Rakesh Mallick
  • Published: Friday, 28 August 2015
  • Updated: 28 August 2015, 12:54 PM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ରିପୋର୍ଟ ଦାଖଲ କରିଛନ୍ତି । ସାଧାରଣ ଓ ସାମାଜିକ ସମ୍ପର୍କିତ (ସିଏଜି) ରିପୋର୍ଟ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ । ରିପୋର୍ଟରେ ମେଡିକାଲ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା । ତିନୋଟି ଯାକ ମେଡିକାଲ କଲେଜ ହସ୍ପିଟାଲରେ ସରକାରଙ୍କ ଯୋଜନା ସଠିକ କାର୍ଯ୍ୟକାରୀ କରାଯାଇନି। ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ୩ଟି ଯାକ ମେଡିକାଲ କଲେଜର ସମସ୍ତ ସରକାରୀ ଯୋଜନାର କାର୍ଯ୍ୟାକାରୀତା ଉପରେ ଯାଞ୍ଚ କରିଥିଲେ ସିଏଜି। ଭିତ୍ତିଭୂମି ଅଭାବ, ଆବଶ୍ୟକ ପରିମାଣର ଅତ୍ୟାଧୁନିକ ଯନ୍ତ୍ରାପାତି ମହଜୁଦ ନ ଥିବା ଯୋଗୁଁ ମେଡିକାଲ ଶିକ୍ଷାରେ ଓ ରିସର୍ଚ୍ଚ କ୍ଷେତ୍ରକୁ ଏହା ପ୍ରଭାବିତ କରୁଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କର୍ମଚାରୀ ଓ ଟିଚିଂ ଷ୍ଟାଫର ଅଭାବ ଯୋଗୁଁ ଏହି ୩ଟି ମେଡିକାଲ କଲେଜରେ ରୋଗୀ ସେବା ମଧ୍ୟ ବ୍ୟାପକ ପ୍ରଭାବିତ ହେଉଥିବା କୁହାଯାଇଛି। ଏପରି କି ଇଣ୍ଟେନସିଭ କେୟାର ୟୁନିଟ ସଂଖ୍ୟା ମଧ୍ୟ ଯଥେଷ୍ଟ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି। ୨ଟି ଜେଏମସିଏଚରେ ୩.୫୪ କୋଟି ଟଙ୍କାରେ ନିର୍ମିତ ଟ୍ରୋମାକେୟାର ଅଚଳ ହୋଇ ପଡିରହିଛି । ରୋଗୀ ମୃତ୍ୟୁହାର ସତ୍ତ୍ୱେ ଔଷଧ ଚିଠାର ସମୀକ୍ଷା ହେଉ ନ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏପରି କି ଗୁଣବତ୍ତା ନ ଥିବା ୧୧ କିଷମର ଔଷଧ ରୋଗୀଙ୍କୁ ଦିଆଯାଉଥିଲା ।

ରିପୋର୍ଟରେ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଛି । ରିପୋର୍ଟ ଅନୁସାରେ ୧୯୧ଟି ଅଯୋଗ୍ୟ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । ୧୦୫.୯୮ ମାଟ୍ରିକଟନ ଚାଉଳ ତୋଷରପାତର ଅଭିଯୋଗ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରେ ୨୫୨ କୋଟି ଟଙ୍କା ବହୁଦିନ ଧରି ଅନାଦେୟ ହୋଇ ପଡିରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story