ବିଜୁ ଗାଁ ଗାଡ଼ି ଯୋଜନାରେ ୪ଟି ଜିଲ୍ଲା ଲାଗି ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଗାଁ ଗାଡ଼ି ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳକୁ ଆଉ ୩୦ଟି ବସ୍ ସେବା ଶୁଭାରମ୍ଭ ହୋଇଛି। ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳରେ ଥିବା ୪ଟି ଜିଲ୍ଲା ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ଗଜପତିରେ ଏହି ବସଗୁଡିକ ଚାଲିବ। ପୂର୍ବରୁ ୨ଟି ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳରେ ୫୭ଟି ବସ ଚାଲିଛି।

biju-gaon-gadi-jijana

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 10:54 AM IST

Related story