ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଶହେ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଛନ୍ତି। ବିଜେବି କଲେଜରେ ଆୟୋଜିତ ଏକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ଶହେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଲାପଟପ୍ ପ୍ରଦାନ କରିଥିଲେ। ୨୦୧୪ରେ ଯୁକ୍ତଦୁଇ ପାସ୍ କରିଥିବା ରାଜ୍ୟର ମୋଟ ୧୫ ହଜାର କୃତୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଦିଆଯିବ। ୨୦୧୩ରୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ରାଜ୍ୟ ସରକାର ଲାପଟପ୍ ପ୍ରଦାନ କରୁଛନ୍ତି। ନବୀନ ପଟ୍ଟନାୟକ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ […]

CM (2)

CM (2)

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 09:23 AM IST

CM (2)ଭୁବନେଶ୍ୱର: ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଛନ୍ତି। ବିଜେବି କଲେଜରେ ଆୟୋଜିତ ଏକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ଶହେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଲାପଟପ୍ ପ୍ରଦାନ କରିଥିଲେ। ୨୦୧୪ରେ ଯୁକ୍ତଦୁଇ ପାସ୍ କରିଥିବା ରାଜ୍ୟର ମୋଟ ୧୫ ହଜାର କୃତୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଦିଆଯିବ। ୨୦୧୩ରୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ରାଜ୍ୟ ସରକାର ଲାପଟପ୍ ପ୍ରଦାନ କରୁଛନ୍ତି। ନବୀନ ପଟ୍ଟନାୟକ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story