ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଅସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବ ଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ମୟୂରଭଞ୍ଜ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଅସୁସ୍ଥ। କୋର୍ଟଙ୍କ ଅନୁମତି ନେଇ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାମଚନ୍ଦ୍ରଙ୍କ ମେରୁଦଣ୍ଡରେ ସମସ୍ୟା ଥିବା ଜଣାପଡ଼ିଛି।

BJD_MP_Ramchandra_Hansda_650

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 10:59 PM IST

Related story