ସ୍ୱତନ୍ତ୍ର ପାହ୍ୟା ଓ ମହାନଦୀ ପ୍ରସଙ୍ଗ, ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂଙ୍କ ମନ୍ତବ୍ୟ ସହ ଛତିଶଗଡ ସରକାର ଶିଳ୍ପକ୍ଷେତ୍ରକୁ ପାଣି ଦେଇ ଓଡିଶାକୁ ମହାନଦୀ ପାଣିରୁ ବଞ୍ଚିତ ପ୍ରସଙ୍ଗକୁ ନେଇ ଆଜି ବିଜେଡି ପ୍ରତିବାଦ କରିବ ।  ଦଳ ପକ୍ଷରୁ ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ପ୍ରତିବାଦ ଓ ବିକ୍ଷୋଭ କରାଯିବ। ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିବ ବୋଲି ସଂଗଠନ ପକ୍ଷରୁ […]

bjd

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 07:29 AM IST

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂଙ୍କ ମନ୍ତବ୍ୟ ସହ ଛତିଶଗଡ ସରକାର ଶିଳ୍ପକ୍ଷେତ୍ରକୁ ପାଣି ଦେଇ ଓଡିଶାକୁ ମହାନଦୀ ପାଣିରୁ ବଞ୍ଚିତ ପ୍ରସଙ୍ଗକୁ ନେଇ ଆଜି ବିଜେଡି ପ୍ରତିବାଦ କରିବ ।  ଦଳ ପକ୍ଷରୁ ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ପ୍ରତିବାଦ ଓ ବିକ୍ଷୋଭ କରାଯିବ। ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିବ ବୋଲି ସଂଗଠନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା

Related story