ଠକେଇ ଅଭିଯୋଗରେ ବିଜେପି ନେତା ଗିରଫ

Ordigital Desk
  • Published: Sunday, 05 November 2017
  • , Updated: 05 November 2017, 02:49 PM IST
<p>ବୌଦ୍ଧ: ଠକେଇ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବନେତା ନାରାୟଣ କର୍ମୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।&nbsp; ନାରାୟଣ ଗୋ ଲାଇଫ୍ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ।&nbsp; ୩ବର୍ଷରେ ୨ଗୁଣ ଟଙ୍କା କରିଦେବାକୁ କହି ସେ ଜମାକାରୀମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ।&nbsp; କିନ୍ତୁ ଜମାକାରୀମାନଙ୍କୁ ଟଙ୍କା ଫେରାଇବାରେ ବିଫଳ ହେବାରୁ ଥାନାରେ ଅଭିଯୋଗ ହୋଇଥିଲା।</p> <p>ପୋଲିସ ଘଟଣାର ତଦନ୍ତ କରି ନାରାୟଣଙ୍କୁ ଗିରଫ କରିଛି।</p>

Related story