ଲିଙ୍ଗରାଜଙ୍କ ଦର୍ଶନ କଲେ ଅମିତ ଶାହ

ଭୁବନେଶ୍ୱର: ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି।  ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ତଥା କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସାମିଲ ହୋଇଥିଲେ।

ଅମିତ ଆଜି ସକାଳ ପ୍ରାୟ୯ଟା ସମୟରେ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ।

ଲିଙ୍ଗରାଜଙ୍କ  ଦର୍ଶନ ପରେ ଶାହା ପୁଣି ଦଳୀୟ କାର୍ଯ୍ୟକ୍ରମରେ ଦିନସାରା ବ୍ୟସ୍ତ ରହିବେ। ବିଜେପି ମଧ୍ୟରେ ଥିବା ବିଭିନ୍ନ ବିଭାଗର ସେ ସମୀକ୍ଷା କରିବେ। ଏହା ସହ ବିଭାଗର ସଂଯୋଜକ, ଉପସଂଯୋଜକଙ୍କୁ ଭେଟିବେ। ପରେ ଶାହ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।

ଦୁଇ ଦିନ ଓଡ଼ିଶାରେ ରହିବେ ଅମିତ। ଏହି ସମୟ ମଧ୍ୟରେ ସେ ୬ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।ଆସନ୍ତାକାଲି ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଭୁବନେଶ୍ୱରରେ ୩ ଦିନିଆ ରହଣି କାଳରେ ଶାହା ୨୬ଟି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

[vc_video link="" align="center"]

Ordigital Desk
• Published: Thursday, 07 September 2017
• Updated: 07 September 2017, 11:11 AM IST

Sports

Latest News

ଭୁବନେଶ୍ୱର: ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି।  ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ତଥା କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସାମିଲ ହୋଇଥିଲେ।

ଅମିତ ଆଜି ସକାଳ ପ୍ରାୟ୯ଟା ସମୟରେ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ।

ଲିଙ୍ଗରାଜଙ୍କ  ଦର୍ଶନ ପରେ ଶାହା ପୁଣି ଦଳୀୟ କାର୍ଯ୍ୟକ୍ରମରେ ଦିନସାରା ବ୍ୟସ୍ତ ରହିବେ। ବିଜେପି ମଧ୍ୟରେ ଥିବା ବିଭିନ୍ନ ବିଭାଗର ସେ ସମୀକ୍ଷା କରିବେ। ଏହା ସହ ବିଭାଗର ସଂଯୋଜକ, ଉପସଂଯୋଜକଙ୍କୁ ଭେଟିବେ। ପରେ ଶାହ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।

ଦୁଇ ଦିନ ଓଡ଼ିଶାରେ ରହିବେ ଅମିତ। ଏହି ସମୟ ମଧ୍ୟରେ ସେ ୬ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।ଆସନ୍ତାକାଲି ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଭୁବନେଶ୍ୱରରେ ୩ ଦିନିଆ ରହଣି କାଳରେ ଶାହା ୨୬ଟି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

[vc_video link="" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos