BSNLରେ ୧୦୭ ଜୁନିୟର ଇଂଜିନିୟର ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

BSNL (Bharat sanchar nigam limited) ଅନଲାଇନ୍ ଆନ୍ତରିକ ପ୍ରତିଯୋଗୀ ପରୀକ୍ଷା (LICE) ମାଧ୍ୟମରେ ଜୁନିୟର ଇଂଜିନିୟରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ବ୍ୟକ୍ତି ୧୫ ଡିସେମ୍ବର ପୂର୍ବରୁ ଏହି ପଦ ପାଇଁ ଆବେଦନ କରିପାରିବେ। ଅନଲାଇନ୍ ଆବେଦନର ଶେଷ ତାରିଖ-୧୫ ଡିସେମ୍ବର ୨୦୧୭ ପ୍ରବେଶ ପତ୍ର-୨୦୧୮ ଜାନୁଆରୀ ୨୧ରୁ ଅନଲାଇନ୍ ଟେଷ୍ଟ– ୨୮ଜାନୁଆରୀ ୨୦୧୮ ଜୁନିୟର ଇଂଜିନିୟର– ୧୦୭ ସିଟ୍ ଶିକ୍ଷାଗତ ଯୋଗ୍ୟତା- ୧୨ ଶ୍ରେଣୀ ପାସ୍ ଆଇଟିଆଇରେ ୨ବର୍ଷ ଏବଂ ରେଲୱେ […]

bsnl final

Ordigital Desk
  • Published: Sunday, 10 December 2017
  • , Updated: 10 December 2017, 06:03 PM IST

BSNL (Bharat sanchar nigam limited) ଅନଲାଇନ୍ ଆନ୍ତରିକ ପ୍ରତିଯୋଗୀ ପରୀକ୍ଷା (LICE) ମାଧ୍ୟମରେ ଜୁନିୟର ଇଂଜିନିୟରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ବ୍ୟକ୍ତି ୧୫ ଡିସେମ୍ବର ପୂର୍ବରୁ ଏହି ପଦ ପାଇଁ ଆବେଦନ କରିପାରିବେ।

ଅନଲାଇନ୍ ଆବେଦନର ଶେଷ ତାରିଖ-୧୫ ଡିସେମ୍ବର ୨୦୧୭

ପ୍ରବେଶ ପତ୍ର-୨୦୧୮ ଜାନୁଆରୀ ୨୧ରୁ

ଅନଲାଇନ୍ ଟେଷ୍ଟ- ୨୮ଜାନୁଆରୀ ୨୦୧୮

ଜୁନିୟର ଇଂଜିନିୟର- ୧୦୭ ସିଟ୍

ଶିକ୍ଷାଗତ ଯୋଗ୍ୟତା- ୧୨ ଶ୍ରେଣୀ ପାସ୍

ଆଇଟିଆଇରେ ୨ବର୍ଷ ଏବଂ ରେଲୱେ ଡିସିପ୍ଲିନ୍‌ରେ ୩ ବର୍ଷର ଡିଗ୍ରୀ

ବୟସ ସୀମା- ୫୫ ବର୍ଷରୁ ଅଧିକ ନୁହେଁ

ଚୟନ ପ୍ରକିୟା- ଅନଲାଇନ୍ ଏଲଆଇସିଇ ଆଧାରରେ କରାଯିବ

ପରୀକ୍ଷା ଶୁଳ୍କ- ସାଧାରଣ ବର୍ଗ ପାଇଁ ୫୦୦ଟଙ୍କା, ଏସି, ଏସ୍‌ଟିଙ୍କ ପାଇଁ ୨୫୦ ଟଙ୍କା

ଆବେଦନ ପ୍ରକିୟା- www.internalbsnlexam.com କୁ ଯାଇ ଆନ୍‌ଲାଇନ୍ ଆବେଦନ କରିପାରିବେ।

Related story