ରାସ୍ତା ଉପରେ ଜଳିଗଲା ଚଳନ୍ତା ବସ୍‌

Ordigital Desk
  • Published: Saturday, 27 May 2017
  • , Updated: 27 May 2017, 02:44 PM IST
<p>[vc_row][vc_column][vc_video link=&quot;: ଜଳିଗଲା ଚଳନ୍ତା ବସ୍। କଟକ-ଭୁବନେଶ୍ୱର ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ବସ୍&zwnj;। ତେବେ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।&nbsp; ସୂଚନା ଅନୁଯାୟୀ ନିସା ନାମକ ଏକ ଘରୋଇ ବସ କଟକ-ଭୁବନେଶ୍ୱର ରାସ୍ତାରେ ଆସୁଥିବା ବେଳେ କଟକର ସଦର ଥାନା ନିକଟରେ ଏକ ବାଇକ୍&zwnj;କୁ ଧକ୍କା ଦେବା ପରେ ବସ୍&zwnj;ଟି ଅକଷ୍ମାତ୍&zwnj; ଜଳି ଯାଇଥିଲା। ଏଥିରେ ବାଇକ୍&zwnj; ଆରୋହୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ଜଣାପଡ଼ଛି।[/vc_column_text][/vc_column][/vc_row]</p>

Related story