କାର ସହ ଜଳି ଗଲେ ଡ୍ରାଇଭର

Ordigital Desk
  • Published: Thursday, 15 June 2017
  • , Updated: 15 June 2017, 09:31 PM IST
<p>[vc_video link=&quot;&quot; align=&quot;center&quot;]</p> <p>ଝାରସୁଗୁଡ଼ା: ଝାରସୁଗୁଡା-ବ୍ରଜରାଜନଗର ମୁଖ୍ୟରାସ୍ତାର ଇବନଦୀ ନିକଟ କଣ୍ଟାପାଲିରେ ଆଜି ରାତିରେ ବସ ଓ କାର ମଧ୍ୟରେ ଧକ୍କା ହୋଇଛି। ଫଳରେ କାର୍&zwnj;ରେ ନିଆଁ ଲାଗି ଯିବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।</p> <p>ଦୁର୍ଘଟଣା ପରେ ବସଟି ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ବସରେ ବସିଥିବା କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରରେ ଲାଗିଥିବା ନିଆଁକୁ ଲିଭାଇଥିଲା।</p>

Related story