ସିଂହ ସଫାରୀରେ ଫସିଗଲା ବସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ଫସିଗଲା ପର୍ଯ୍ୟଟକଙ୍କ ବସ୍। କାଦୁଅ ରାସ୍ତା ଯୋଗୁଁ ବସ୍‌ ଚକା ଦବି ଯାଇଥିଲା। ଯାହାଫଳରେ ଆଉ ବାହାରି ପାରିନଥିଲା। ୩୦ ମିନିଟ୍‌ର କସରତ ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଅନ୍ୟ ଏକ ବସ୍‌କୁ ସଫାରୀକୁ ପଠାଇଲେ। ସଫାରୀରେ ଥିବା ଦୁଇ ସିଂହକୁ ଯନ୍ତାକୁ ପଠାଇବା ପରେ ୪୫ ଜଣ ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା।

Nandankanan-Zoological-Park-Bhubaneswar

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 04:07 PM IST

Related story