ବିଳମ୍ବିତ ରାତିରେ ଓଲଟି ପଡ଼ିଲା ବସ୍; ଜଣେ ମୃତ, ୩୦ ଆହତ

Ordigital Desk
  • Published: Sunday, 18 June 2017
  • , Updated: 18 June 2017, 07:35 AM IST
<p>ସମ୍ବଲପୁର: ସମ୍ବଲପୁରରେ ଓଲଟିଲା ବସ୍॥ ୫୫ ନମ୍ବର ଜାତୀୟ ରାଜପଥର ନକ୍ସପାଲ୍ଲୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।</p> <p>ମୃତ ଯାତ୍ରୀଙ୍କ ନାଁ ପ୍ରମୋଦ ବରାଳ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।</p> <p>ବସ୍&zwnj;ଟି ବରଗଡ଼ରୁ ଭୁବନେଶ୍ୱର ଯାଉଥିଲା।</p>

Related story