କ୍ୟାବିନେଟ ବୈଠକରେ ୩୪ ପ୍ରସ୍ତାବ ମଞ୍ଜୁର

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ୩୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ସଂଶୋଧିତ  ହ୍ୟୁମାନ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପଲିସିକୁ ଅନୁମୋଦନ କରାଯାଇଛି। ଆସନ୍ତା ବିଧାନସଭାରେ ଏହାର ଡ୍ରାଫଟ୍ ରିଜୋଲ୍ୟୁସନ ଆଗତ କରାଯିବ। ପଞ୍ଚାୟତିରାଜ ବିଭାଗରେ ଠିକାରେ କାମ କରୁଥିବା ୩୦୩ ଜୁନିୟର ଇଂଜିନିୟରଙ୍କୁ ନିୟମିତ କରାଯିବ। କଟକ-ଭୁବନେଶ୍ୱର ଟୁଇନ ସିଟିରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଷ୍ଟେଟ ଏନର୍ଜି କ୍ୟାପିଟାଲ ରିଜିୟନ ଇମ୍ପ୍ରୁଭମେଣ୍ଟ ଅଫ ପାୱାର ସିଷ୍ଟମ କାର୍ଯ୍ୟକାରୀ ହେବ। […]

cm

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 03:46 PM IST

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ୩୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ସଂଶୋଧିତ  ହ୍ୟୁମାନ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପଲିସିକୁ ଅନୁମୋଦନ କରାଯାଇଛି। ଆସନ୍ତା ବିଧାନସଭାରେ ଏହାର ଡ୍ରାଫଟ୍ ରିଜୋଲ୍ୟୁସନ ଆଗତ କରାଯିବ। ପଞ୍ଚାୟତିରାଜ ବିଭାଗରେ ଠିକାରେ କାମ କରୁଥିବା ୩୦୩ ଜୁନିୟର ଇଂଜିନିୟରଙ୍କୁ ନିୟମିତ କରାଯିବ। କଟକ-ଭୁବନେଶ୍ୱର ଟୁଇନ ସିଟିରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଷ୍ଟେଟ ଏନର୍ଜି କ୍ୟାପିଟାଲ ରିଜିୟନ ଇମ୍ପ୍ରୁଭମେଣ୍ଟ ଅଫ ପାୱାର ସିଷ୍ଟମ କାର୍ଯ୍ୟକାରୀ ହେବ। ଆସନ୍ତା ୫ ବର୍ଷରେ ଏଥିପାଇଁ ଦେଢ ହଜାର କୋଟି ଟଙ୍କ। ଖର୍ଚ୍ଚ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି।

Related story