ଆଜି କ୍ୟାବିନେଟ୍‌ ବୈଠକ: ମୁଖ୍ୟମନ୍ତ୍ରୀ କରିବେ ଅଧ୍ୟକ୍ଷତା

ଭୁବନେଶ୍ୱର: ଆଜି ପୁଣି ବସିବ ରାଜ୍ୟ କ୍ୟାବିନେଟ୍‌।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ନଗର ଉନ୍ନୟନ ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ଲଗିବା ନେଇ ଆଲୋଚନା କରାଯାଉଛି।  ଚଳିତ ମାସରେ ତୃତୀୟ ଥର ପାଇଁ ଏହି କ୍ୟାବିନେଟ୍‌ ବସିବ।  ଏହା ପୂର୍ବରୁ  ଦୁଇଥର କ୍ୟାବିନେଟ୍‌ ବୈଠକ ବସିସାରିଛି।ଏଥିରେ ରାଜ୍ୟରେ ଖୋଲିଥିବା ୪ ନୂଆ ମେଡିକାଲ କଲେଜର ଶିକ୍ଷକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିଲା। ଏହାସହ କୃଷି କ୍ୟାବିନେଟ୍‌ ବୈଠକରେ ରାଜ୍ୟରେ ଗତବର୍ଷ […]

secretariat

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 08:42 AM IST

ଭୁବନେଶ୍ୱର: ଆଜି ପୁଣି ବସିବ ରାଜ୍ୟ କ୍ୟାବିନେଟ୍‌।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ନଗର ଉନ୍ନୟନ ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ଲଗିବା ନେଇ ଆଲୋଚନା କରାଯାଉଛି।  ଚଳିତ ମାସରେ ତୃତୀୟ ଥର ପାଇଁ ଏହି କ୍ୟାବିନେଟ୍‌ ବସିବ।  ଏହା ପୂର୍ବରୁ  ଦୁଇଥର କ୍ୟାବିନେଟ୍‌ ବୈଠକ ବସିସାରିଛି।ଏଥିରେ ରାଜ୍ୟରେ ଖୋଲିଥିବା ୪ ନୂଆ ମେଡିକାଲ କଲେଜର ଶିକ୍ଷକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିଲା।

ଏହାସହ କୃଷି କ୍ୟାବିନେଟ୍‌ ବୈଠକରେ ରାଜ୍ୟରେ ଗତବର୍ଷ ରେକର୍ଡ ସଂଖ୍ୟକ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିବା କୃଷିମନ୍ତ୍ରୀ ସୂଚନା ଦେଇଥିଲେ।

Related story