ବିଲେଇ ଦେଇଥାଏ ଶୁଭ ଅଶୁଭ ସଙ୍କେତ

ଶକୁନ ଶାସ୍ତ୍ରରେ ବିଲେଇର ବିଶେଷ ମହତ୍ୱ ରହିଛି। କୁହାଯାଏ ରାସ୍ତାରେ ଗଲା ବେଳେ ବିଲେଇ ଆଗରେ ଚାଲିଗଲେ ଅଶୁଭ । ଏହି ଧାରଣାକୁ କେହି କେହି ବିଶ୍ୱାସ ମଧ୍ୟ କରନ୍ତି। ତେବେ ରାସ୍ତାରେ ବିଲେଇ ବାଟ କାଟିଲେ ସବୁବେଳେ ଖରାପ ହୋଇ ନଥାଏ। ବିଲେଇ ଭବିଷ୍ୟତର ଅନେକ ଘଟଣା ବିଷୟରେ ପୂର୍ବରୁ  ସୂଚିତ  କରିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ ୧. ବିଲେଇ ବାରମ୍ୱାର କାନ୍ଦିବା ଆପଣଙ୍କ ସହ କିଛି ଖରାପ ହେବାର ସଙ୍କେତ ଦେଇଥାଏ। ୨. […]

cat

cat

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 09:45 AM IST

Sports

Latest News

ଶକୁନ ଶାସ୍ତ୍ରରେ ବିଲେଇର ବିଶେଷ ମହତ୍ୱ ରହିଛି। କୁହାଯାଏ ରାସ୍ତାରେ ଗଲା ବେଳେ ବିଲେଇ ଆଗରେ ଚାଲିଗଲେ ଅଶୁଭ । ଏହି ଧାରଣାକୁ କେହି କେହି ବିଶ୍ୱାସ ମଧ୍ୟ କରନ୍ତି। ତେବେ ରାସ୍ତାରେ ବିଲେଇ ବାଟ କାଟିଲେ ସବୁବେଳେ ଖରାପ ହୋଇ ନଥାଏ। ବିଲେଇ ଭବିଷ୍ୟତର ଅନେକ ଘଟଣା ବିଷୟରେ ପୂର୍ବରୁ  ସୂଚିତ  କରିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ

୧. ବିଲେଇ ବାରମ୍ୱାର କାନ୍ଦିବା ଆପଣଙ୍କ ସହ କିଛି ଖରାପ ହେବାର ସଙ୍କେତ ଦେଇଥାଏ।

୨. ବିଲେଇ ବାରମ୍ୱାର କାନ୍ଦିବା କିମ୍ୱା ଝଗଡା କରିବା କାମରେ ଅସଫଳା ହେବାର ସୂଚନା ଦେଇଥାଏ।

୩. ଶକୁନ ଶାସ୍ତ୍ର ଅନୁସାରେ ବିଲେଇ ଶୋଇଥିବା ବ୍ୟକ୍ତିକୁ କୁଦିକରି କିମ୍ୱା ଡେଇଁଗଲେ ସେହି ବ୍ୟକ୍ତିର ମୃତ୍ୟୁ ଘଟିଥାଏ କିମ୍ୱା କଷ୍ଟ ଭୋଗିବାକୁ ପଡିଥାଏ।

୪. ଯାତ୍ରା ଯିବା ସମୟରେ ବିଲେଇ ପାଟିରେ ମାସଂ ଖଣ୍ଡ ଧରିଥିବାର ଦେଖିଲେ ଯାତ୍ରା ସଫଳ ହୋଇଥାଏ।

୫. ବିଲେଇ ନିଜ ଛୁଆ ସହ ଦେଖିଲେ ସଂପର୍କୀୟ , ପୁରୁଣା ବନ୍ଧୁଙ୍କ ସହ ଭେଟ ହେବାର ସମ୍ଭାବନା ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story