ଶକୁନ ଶାସ୍ତ୍ରରେ ବିଲେଇର ବିଶେଷ ମହତ୍ୱ ରହିଛି। କୁହାଯାଏ ରାସ୍ତାରେ ଗଲା ବେଳେ ବିଲେଇ ଆଗରେ ଚାଲିଗଲେ ଅଶୁଭ । ଏହି ଧାରଣାକୁ କେହି କେହି ବିଶ୍ୱାସ ମଧ୍ୟ କରନ୍ତି। ତେବେ ରାସ୍ତାରେ ବିଲେଇ ବାଟ କାଟିଲେ ସବୁବେଳେ ଖରାପ ହୋଇ ନଥାଏ। ବିଲେଇ ଭବିଷ୍ୟତର ଅନେକ ଘଟଣା ବିଷୟରେ ପୂର୍ବରୁ ସୂଚିତ କରିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ
୧. ବିଲେଇ ବାରମ୍ୱାର କାନ୍ଦିବା ଆପଣଙ୍କ ସହ କିଛି ଖରାପ ହେବାର ସଙ୍କେତ ଦେଇଥାଏ।
୨. ବିଲେଇ ବାରମ୍ୱାର କାନ୍ଦିବା କିମ୍ୱା ଝଗଡା କରିବା କାମରେ ଅସଫଳା ହେବାର ସୂଚନା ଦେଇଥାଏ।
୩. ଶକୁନ ଶାସ୍ତ୍ର ଅନୁସାରେ ବିଲେଇ ଶୋଇଥିବା ବ୍ୟକ୍ତିକୁ କୁଦିକରି କିମ୍ୱା ଡେଇଁଗଲେ ସେହି ବ୍ୟକ୍ତିର ମୃତ୍ୟୁ ଘଟିଥାଏ କିମ୍ୱା କଷ୍ଟ ଭୋଗିବାକୁ ପଡିଥାଏ।
୪. ଯାତ୍ରା ଯିବା ସମୟରେ ବିଲେଇ ପାଟିରେ ମାସଂ ଖଣ୍ଡ ଧରିଥିବାର ଦେଖିଲେ ଯାତ୍ରା ସଫଳ ହୋଇଥାଏ।
୫. ବିଲେଇ ନିଜ ଛୁଆ ସହ ଦେଖିଲେ ସଂପର୍କୀୟ , ପୁରୁଣା ବନ୍ଧୁଙ୍କ ସହ ଭେଟ ହେବାର ସମ୍ଭାବନା ରହିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...