ଏ ସବୁ ଅଭ୍ୟାସ ଅଛି କି? ଦେଖା ଦେଇପାରେ କେଶ ସମସ୍ୟା

ଆଜିକାଲି ଅନେକ ମହିଳାଙ୍କଠାରେ ଦୁଇ ମୁହାଁ କେଶର ସମସ୍ୟା ଦେଖିବାକୁ ମିଳୁଛି। ଏହି ଦୁଇ ମୁହାଁ କେଶ ଯୋଗୁଁ କେଶ ଆଉ ବଢ଼ିପାରେ ନାହିଁ। ଏହା ବ୍ୟତୀତ କେଶ ମଧ୍ୟ ଝଡ଼ିଥାଏ। ପ୍ରଦୂଷଣ ଓ ଖାଦ୍ୟପେୟ ଠିକ୍ ନରହିବା ଭଳି କାରଣରୁ ଚୁଟି ଫାଟି ଦୁଇ ମୁହାଁ ହୋଇଯାଏ। ଏହା ବ୍ୟତୀତ ଆହୁରି ଅନେକ କିଛି ବଦଭ୍ୟାସ କାରଣରୁ ଏହି ଦୁଇ ମୁହାଁ କେଶ ସମସ୍ୟା ଦେଖାଯାଏ। ଆସନ୍ତୁ ଜାଣିବା ଏହି ଅଭ୍ୟାସ ଗୁଡ଼ିକ ସମ୍ପର୍କରେ। ୧. […]

hair copy

hair copy

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 04:06 PM IST

Sports

Latest News

ଆଜିକାଲି ଅନେକ ମହିଳାଙ୍କଠାରେ ଦୁଇ ମୁହାଁ କେଶର ସମସ୍ୟା ଦେଖିବାକୁ ମିଳୁଛି। ଏହି ଦୁଇ ମୁହାଁ କେଶ ଯୋଗୁଁ କେଶ ଆଉ ବଢ଼ିପାରେ ନାହିଁ। ଏହା ବ୍ୟତୀତ କେଶ ମଧ୍ୟ ଝଡ଼ିଥାଏ। ପ୍ରଦୂଷଣ ଓ ଖାଦ୍ୟପେୟ ଠିକ୍ ନରହିବା ଭଳି କାରଣରୁ ଚୁଟି ଫାଟି ଦୁଇ ମୁହାଁ ହୋଇଯାଏ। ଏହା ବ୍ୟତୀତ ଆହୁରି ଅନେକ କିଛି ବଦଭ୍ୟାସ କାରଣରୁ ଏହି ଦୁଇ ମୁହାଁ କେଶ ସମସ୍ୟା ଦେଖାଯାଏ। ଆସନ୍ତୁ ଜାଣିବା ଏହି ଅଭ୍ୟାସ ଗୁଡ଼ିକ ସମ୍ପର୍କରେ।

୧. ଦରକାରରୁ ଅଧିକ କେଶ ଧୋଇବା: କେଶକୁ ବାରମ୍ବାର ଧୋଇବା ଦ୍ୱାରା ସ୍କାଲ୍ପରୁ ମଶ୍ଚରାଇଜରର ମାତ୍ରା କମିଯାଏ। ଫଳରେ କେଶ ଶୁଷ୍କ ଦେଖାଯାଏ। ଅଧିକ କେଶ ଧୋଇବା ଦ୍ୱାରା ଏଥିରେ ପ୍ରାକୃତିକ ତୈଳ ଅଂଶ ମଧ୍ୟ କମିଯାଏ। ଫଳରେ କେଶ ଫାଟି ଦୁଇ ମୁହାଁ ହୋଇଯାଏ। ତେଣୁ ସପ୍ତାହରେ ମାତ୍ର ୨ ଥର କେଶ ଧୁଅନ୍ତୁ।

୨- ଓଦା ଚୁଟିକୁ କୁଣ୍ଡେଇବା: ଓଦା ଚୁଟିକୁ କୁଣ୍ଡେଇବା ଦ୍ୱାରା କେଶ ଫାଟିବା ଓ ଝଢ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। କାରଣ ଚୁଟି ପାଣିର ସଂସ୍ପର୍ଶରେ ଆସିଲେ ଦୁର୍ବଳ ହୋଇଯାଏ। ଏହାକୁ ପାନିଆରେ କୁଣ୍ଡାଇବା ଦ୍ୱାରା ଏହା ଦୁଇ ମୁହାଁ ହୋଇଯାଏ ଓ ପରେ ତାହା ଝଡ଼ି ବି ଯାଏ ।

୩- ଗରମ ପାଣିରେ ମୁଣ୍ଡ ଧୋଇବା: ଗରମ ପାଣିରେ କେଶ ଧୋଇବା ଦ୍ୱାରା ଏଥିରେ ଥିବା ପ୍ରାକୃତିକ ତୈଳ ଓ ମଶ୍ଚରାଇଜର ଅଂଶ ନଷ୍ଟ ହୋଇଯାଏ। ଫଳରେ ବାଳ ଫାଟିଥାଏ ଏବଂ ପରବର୍ତ୍ତୀ ସମୟରେ ଝଡ଼ି ଯାଏ। ତେଣୁ କେବେ ହେଲେ ଗରମ ପାଣିରେ ମୁଣ୍ଡ ଧୁଅନ୍ତୁ ନାହିଁ।

୪- ଟାଇଟ୍ କରି କେଶ ବାନ୍ଧିବା: ଟାଇଟ୍ କରି କେଶକୁ ବାନ୍ଧିବା ଦ୍ୱାରା ଏହାର ପ୍ରାକୃତିକ ବୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ। କେଶର ମୂଳ ଦୁର୍ବଳ ହୋଇଯାଏ। ଏହା ବ୍ୟତୀତ ଚୁଟିର ଅଗ ବା ତଳ ଅଂଶଗୁଡ଼ିକ ଫାଟିଯାଏ। ତେଣୁ କେଶକୁ ପୂରା ଟାଇଟ୍ କରି ବାନ୍ଧନ୍ତୁ ନାହିଁ।

୫- ଓଲଟା କୁଣ୍ଡେଇବା: କେଶ ଅଧିକ ଗହଳିଆ ଦେଖାଯିବା ପାଇଁ ଆମେ ଏହାକୁ ଓଲଟା କୁଣ୍ଡାଇଥାଉ। କିନ୍ତୁ ଏପରି କରିବା ଦ୍ୱାରା କେଶ ଦୁର୍ବଳ ହୋଇଯାଏ ଓ ଏହାର ନମନୀୟତା କମିଯାଏ। ଫଳରେ ଏହାର ଅଗ୍ରଭାଗ ଫାଟି ଦୁଇ ମୁହାଁ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story