ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୭% ମତଦାନ

ଭୁବନେଶ୍ୱର: ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆଜି ଶେଷ ହୋଇଯାଇଛି। ୪୪,୫୦,୮୯୩ ଜଣ ଭୋଟରଙ୍କ ମଧ୍ୟରୁ ୭୭ ପ୍ରତିଶତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ପ୍ରଥମ ୪ଟି ପର୍ଯ୍ୟାୟ ଅପେକ୍ଷା ଏଥର ମତଦାନ ହାର ବୃଦ୍ଧି ପାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୮ ପ୍ରତିଶତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୭ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି କହିଛନ୍ତି। ସେ କହିଛନ୍ତି,“ଆଜି ରାଜ୍ୟର ୨୬ […]

rabi narayan senapati

rabi narayan senapati

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 06:14 PM IST

Sports

Latest News

ଭୁବନେଶ୍ୱର: ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆଜି ଶେଷ ହୋଇଯାଇଛି। ୪୪,୫୦,୮୯୩ ଜଣ ଭୋଟରଙ୍କ ମଧ୍ୟରୁ ୭୭ ପ୍ରତିଶତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ପ୍ରଥମ ୪ଟି ପର୍ଯ୍ୟାୟ ଅପେକ୍ଷା ଏଥର ମତଦାନ ହାର ବୃଦ୍ଧି ପାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୮ ପ୍ରତିଶତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୭ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି କହିଛନ୍ତି।

ସେ କହିଛନ୍ତି,“ଆଜି ରାଜ୍ୟର ୨୬ ଜିଲ୍ଲା ୫୮ ବ୍ଲକ ଅନ୍ତର୍ଗତ ୧୫୦ଟି ଜିଲ୍ଲାପରିଷଦ ଜୋନରେ ୧୧୭୩ ସମିତିସଭ୍ୟ ଓ ୧୬୧୪୮ ୱାର୍ଡ଼ ମେମ୍ୱରର ପାଇଁ ଭୋଟ ଗ୍ରହଣ ହୋଇଥିଲା। କେତେକ ଭୋଟ ଗ୍ରହଣ କେନ୍ଦ୍ରରେ ବାଲଟ ପେପର ଜନିତ ତ୍ରୁଟି ଓ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମତଦାନରେ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ମିଳିବା ପରେ ତର୍ଜମା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ।”

ସେ କହିଛନ୍ତି,“ଗଞ୍ଜାମ ଜିଲ୍ଲା ବ୍ରାହ୍ମଣଛାଇ ପଞ୍ଚାୟତରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ନିର୍ବାଚନ ବାଧାପ୍ରାପ୍ତ ହୋଇଛି। ସେହିପରି ଯାଜପୁର ଜିଲ୍ଲା କୋରେଇ ବ୍ଲକ ୨ଟି ବୁଥରେ ବାଲଟ ପେପର ଜନିତ ତ୍ରୁଟି ଯୋଗୁଁ ଉତ୍ତେଜନା ଦେଖାଦେଇଥିଲା। ଫଳରେ ସେଠାରେ ଭୋଟ ଗ୍ରହଣ ହୋଇପାରିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story