ଫୋନ୍‌ ଚାର୍ଜ ବେଳେ ରୁହନ୍ତୁ ସଚେତନ, ପଡ଼ିପାରନ୍ତି ସମସ୍ୟାରେ

ଆମର ଅତ୍ୟାବଶ୍ୟକ ଜିନିଷ ମଧ୍ୟରେ ମୋବାଇଲ ଫୋନ୍‌ ଅନ୍ୟତମ। ପାଖରେ ମୋବାଇଲ୍‌ ଫୋନ୍‌ ନଥିଲେ ଚଳିବା ମୁସ୍‌କିଲ୍‌ ହୋଇପଡୁଛି। ପିଲାଠୁ ବଡ ସମସ୍ତଙ୍କୁ ଏବେ ମୋବାଇଲ ଲୋଡା। କାରଣ ଆଜିକାଲି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୋବାଇଲ୍ ଦ୍ୱାରା ହେଉଛି। କିନ୍ତୁ ସ୍ମାର୍ଟଫୋନ୍ ବ୍ୟବହାର କରିବା ସମୟରେ ବାଧକ ସାଜେ ଏହାର ଚାର୍ଜ। ଟିକେ ଅଧିକ ସମୟ ମୋବାଇଲ୍ ବ୍ୟବହାର କଲେ ଚାର୍ଜ ସରିଯାଉଛି। ସେଥିପାଇଁ ଫୋନ୍‌କୁ ବାରମ୍ବାର ଚାର୍ଜ କରିବାକୁ ପଡେ। ଚାର୍ଜ କରିବା ସମୟରେ ସାବଧାନ […]

smart phone

smart phone

Rakesh Mallick
  • Published: Friday, 05 January 2018
  • Updated: 05 January 2018, 02:01 PM IST

ଆମର ଅତ୍ୟାବଶ୍ୟକ ଜିନିଷ ମଧ୍ୟରେ ମୋବାଇଲ ଫୋନ୍‌ ଅନ୍ୟତମ। ପାଖରେ ମୋବାଇଲ୍‌ ଫୋନ୍‌ ନଥିଲେ ଚଳିବା ମୁସ୍‌କିଲ୍‌ ହୋଇପଡୁଛି। ପିଲାଠୁ ବଡ ସମସ୍ତଙ୍କୁ ଏବେ ମୋବାଇଲ ଲୋଡା। କାରଣ ଆଜିକାଲି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୋବାଇଲ୍ ଦ୍ୱାରା ହେଉଛି। କିନ୍ତୁ ସ୍ମାର୍ଟଫୋନ୍ ବ୍ୟବହାର କରିବା ସମୟରେ ବାଧକ ସାଜେ ଏହାର ଚାର୍ଜ। ଟିକେ ଅଧିକ ସମୟ ମୋବାଇଲ୍ ବ୍ୟବହାର କଲେ ଚାର୍ଜ ସରିଯାଉଛି। ସେଥିପାଇଁ ଫୋନ୍‌କୁ ବାରମ୍ବାର ଚାର୍ଜ କରିବାକୁ ପଡେ। ଚାର୍ଜ କରିବା ସମୟରେ ସାବଧାନ ରହିବା ଦରକାର। କାରଣ ବହୁ ସମୟରେ ଫୋନ୍ ଫାଟି ଯାଉଥିବାର ଅଭିଯୋଗ ଆସୁଛି। ଆସନ୍ତୁ ଜାଣିବା ଫୋନ୍‌ ଚାର୍ଜ କରିବା ବେଳେ କ’ଣ କ’ଣ ସାବଧାନତା ଅବଲମ୍ବନ କରାଯିବା ଉଚିତ।

ଫୋନ୍‌କୁ ସମ୍ପୂର୍ଣ୍ଣ ଚାର୍ଜ କରନ୍ତୁ ନାହିଁ: ଫୋନ୍‌କୁ କଦାପି ୧୦୦ ପ୍ରତିଶତ ଚାର୍ଜ କରନ୍ତୁ ନାହିଁ। ଅଧିକ ଚାର୍ଜ ଫୋନ୍ ଫାଟିବାର ଗୋଟେ କାରଣ ହୋଇପାରେ।

କିଛି ବ୍ୟାଟେରିକୁ କମ୍ ଚାର୍ଜ କରନ୍ତୁ: ଲିଥିୟନ ଆୟନ ଯୁକ୍ତ ବ୍ୟାଟେରିକୁ ସମ୍ପୂର୍ଣ୍ଣ ଚାର୍ଜ କରନ୍ତୁ ନାହିଁ। କାରଣ ଏହି ବ୍ୟାଟେରି କମ୍ ଚାର୍ଜରେ ବି ଭଲ ଚାଲେ।

୧୦ ପ୍ରତିଶତରୁ କମ୍ ହେଲେ ତୁରନ୍ତ ଚାର୍ଜ କରନ୍ତୁ: ଫୋନ୍ ବ୍ୟାଟେରି ୧୦ ପ୍ରତିଶତରୁ କମ୍‌ ହୋଇଗଲେ ତୁରନ୍ତ ଚାର୍ଜ କରନ୍ତୁ। ବ୍ୟାଟେରି ସମ୍ପୂର୍ଣ୍ଣ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ।

ଗରମ ସ୍ଥାନରୁ ଫୋନ୍‌କୁ ଦୂରେଇ ରଖନ୍ତୁ: ଫୋନ୍‌କୁ ଗରମ ଜାଗାରେ ରଖି ଚାର୍ଜ କରନ୍ତୁ ନାହିଁ। କାରଣ ଫୋନ୍‌ଟି ଚାର୍ଜ ହେବା ମାତ୍ରେ ଗରମ ହେବା ଆରମ୍ଭ କରେ। ଏମିତିରେ ଏହାକୁ ଗରମ ସ୍ଥାନରେ ରଖି ଚାର୍ଜ କେଲେ ଏହା ଅଧିକ ଗରମ ହୋଇ ଫାଟିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story