ଚିଲିକା ଓ ଭିତରକନିକାରେ ହେଲା ଡଲଫିନ ଗଣନା

ବ୍ରହ୍ମପୁର/କେନ୍ଦ୍ରାପଡ଼ା:  ଆଜି ଚିଲିକା ଓ ଭିତରକନିକା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ୍‌ ଗଣନା କରାଯାଇଛି। ଚିଲିକାରେ ଗଣନା କାର୍ଯ୍ୟରେ ୨୬ଟି ଟିମ୍‌ ନିୟୋଜିତ ହୋଇଥିଲେ। ପ୍ରତି ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ଥିଲେ। ଚିଲିକାରେ ୧୮ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବେଳାଭୁମିରେ ୮ଟି ଟିମ୍‌ ନିୟୋଜିତ ହୋଇଥିଲେ। ସେହିପରି ଭିତରକନିକା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ ମଧ୍ୟ ଡଲଫିନ ଗଣନା କରାଯାଇଛି। ଏଥିରେ ୯ଟି ଟିମ୍‌ ନିୟୋଜିତ ହୋଇଥିଲେ। ଏହି ଟିମ୍‌ରେ ୨୫ […]

chilika

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 02:59 PM IST

ବ୍ରହ୍ମପୁର/କେନ୍ଦ୍ରାପଡ଼ା:  ଆଜି ଚିଲିକା ଓ ଭିତରକନିକା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ୍‌ ଗଣନା କରାଯାଇଛି। ଚିଲିକାରେ ଗଣନା କାର୍ଯ୍ୟରେ ୨୬ଟି ଟିମ୍‌ ନିୟୋଜିତ ହୋଇଥିଲେ। ପ୍ରତି ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ଥିଲେ।

ଚିଲିକାରେ ୧୮ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବେଳାଭୁମିରେ ୮ଟି ଟିମ୍‌ ନିୟୋଜିତ ହୋଇଥିଲେ।

ସେହିପରି ଭିତରକନିକା ଗହିରିମଥା ସାମୁଦ୍ରିକ ଅଭୟାରଣ୍ୟରେ ମଧ୍ୟ ଡଲଫିନ ଗଣନା କରାଯାଇଛି। ଏଥିରେ ୯ଟି ଟିମ୍‌ ନିୟୋଜିତ ହୋଇଥିଲେ। ଏହି ଟିମ୍‌ରେ ୨୫ ଜଣ ସଦସ୍ୟ ଅଛନ୍ତି।

ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ୧୨ଟା ପର୍ଯ୍ୟନ୍ତ ଚାଲିଥିଲା।

Related story