ଦୁର୍ଘଟଣାର ଶିକାର ହେଲେ କୋରିଓଗ୍ରାଫର ସୁଧାକର ବସନ୍ତ, କାର୍ ଚୂରମାର

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଜଣାଶୁଣା କୋରିଓଗ୍ରାଫର ସୁଧାକର ବସନ୍ତ। ଗାଡ଼ିଟିର ସମ୍ମୁଖ ଭାଗ ପୂରା ଚୂରମାର ହୋଇଯାଇଛି। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡ଼ିରେ ତାଙ୍କ ପତ୍ନୀ ଓ ଆସିଷ୍ଟାଣ୍ଟ ମଧ୍ୟ ବସିଥିଲେ। ସେମାନେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ସ୍ତ୍ରୀଙ୍କ ଆଣ୍ଠୁରେ ଆଘାତ ଲାଗିଛି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। କ୍ୟାମେରାପର୍ସନ ରବି ଓ ପ୍ରଡକ୍ସନ ମ୍ୟାନେଜର କାବୁଲ ସେମାନଙ୍କ ପାଖରେ ଅଛନ୍ତି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 11:01 AM IST

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଜଣାଶୁଣା କୋରିଓଗ୍ରାଫର ସୁଧାକର ବସନ୍ତ। ଗାଡ଼ିଟିର ସମ୍ମୁଖ ଭାଗ ପୂରା ଚୂରମାର ହୋଇଯାଇଛି। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡ଼ିରେ ତାଙ୍କ ପତ୍ନୀ ଓ ଆସିଷ୍ଟାଣ୍ଟ ମଧ୍ୟ ବସିଥିଲେ। ସେମାନେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ସ୍ତ୍ରୀଙ୍କ ଆଣ୍ଠୁରେ ଆଘାତ ଲାଗିଛି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। କ୍ୟାମେରାପର୍ସନ ରବି ଓ ପ୍ରଡକ୍ସନ ମ୍ୟାନେଜର କାବୁଲ ସେମାନଙ୍କ ପାଖରେ ଅଛନ୍ତି।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସୁଧାକର ‘ହୀରୋ ନମ୍ବର ୧’ର ମ୍ୟୁଜିକ୍ ରିଲିଜ୍ ପାର୍ଟିରେ ଯୋଗ ଦେଇ ଓ ଡାର୍ଲିଂ ଡାର୍ଲିଂ ଗୀତର ସୁଟିଂ ଶେଷ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Related story