ନବମ ଶ୍ରେଣୀ ଝିଅକୁ ବଳାତ୍କାର; ଭିଡିଓ ଭାଇରାଲ୍‌

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି।  ୪ ଜଣ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ବଳାତ୍କାର ସମୟରେ ଭିଡିଓ ରେକର୍ଡିଂ କରି ଏହାକୁ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଭିଡିଓ ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ସମାଧାନ ପାଇଁ ଗ୍ରାମସଭା ଡକାଯାଇଥିଲା। ଭାଇରାଲ ଭିଡିଓରେ ଯେଉଁ ଯୁବକ ବଳାତ୍କାର କରୁଥିବା ଦେଖାଯାଇଥିଲା ତାଙ୍କ ସହିତ ଝିଅଟିର ବାହାଘର କରିବାକୁ […]

nayagada erime

nayagada erime

Rakesh Mallick
  • Published: Monday, 03 April 2017
  • Updated: 03 April 2017, 02:29 PM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି।  ୪ ଜଣ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ବଳାତ୍କାର ସମୟରେ ଭିଡିଓ ରେକର୍ଡିଂ କରି ଏହାକୁ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଭିଡିଓ ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ସମାଧାନ ପାଇଁ ଗ୍ରାମସଭା ଡକାଯାଇଥିଲା। ଭାଇରାଲ ଭିଡିଓରେ ଯେଉଁ ଯୁବକ ବଳାତ୍କାର କରୁଥିବା ଦେଖାଯାଇଥିଲା ତାଙ୍କ ସହିତ ଝିଅଟିର ବାହାଘର କରିବାକୁ ଗ୍ରାମସଭାରେ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହାକୁ ସମ୍ପୃକ୍ତ ଯୁବକ ଗ୍ରହଣ କରି ନ ଥିଲେ।

ପରେ ଗତକାଲି ରାତିରେ ଗାଁ ଲୋକେ ଘଟଣା ସମ୍ପର୍କରେ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ଆମ ଗାଁର ୪ ଜଣ ଯୁବକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶରଣକୁଳ ଥାନା ନିକଟରେ ବଳାତ୍କାର କରିଥିଲେ। ପରେ ଭିଡିଓ ରେକର୍ଡିଂ କରି ଇଣ୍ଟରନେଟ୍‌ରେ ଛାଡ଼ି ଦେଇଥିଲେ। ଏହି ଘଟଣାର ସମାଧାନ ପାଇଁ ଗାଁରେ ୪ ଦିନ ଧରି ବୈଠକ ବସିଥିଲା। ପୀଡ଼ିତାଙ୍କୁ ବାହା ହେବାକୁ ସମ୍ପୃକ୍ତ ଯୁବକଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ସେ ଏହାକୁ ନ ମାନିବାରୁ ଥାନାରେ ଅଭିଯୋଗ କରାଯାଇଛି।”

ନୟାଗଡ଼ ଏସ୍‌ପି କନୱାର ବିଶାଲ ସିଂ କହିଛନ୍ତି,“ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ବଳାତ୍କାର ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରାଯାଇଥିବା ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଘଟଣାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story