୪୮ ବର୍ଷ ଲିଭ୍ଇନ୍‌ରେ ରହିବା ପରେ ୮୦ ବର୍ଷରେ ବିବାହ କଲେ

ରାଜସ୍ଥାନ: ଉଦୟପୁରରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ଉଦୟପୁରର ପରିଗିୟପଦା ଅଞ୍ଚଳର ଜଣେ ପୁରୁଷ ୪୮ ବର୍ଷ ଜଣେ ମହିଳାଙ୍କ ସହ ଲିଭ୍‌ଇନ୍‌ରେ ରହିବା ପରେ ଏବେ ୮୦ ବର୍ଷ ବୟସରେ ତାଙ୍କୁ ବିବାହ କରିଛନ୍ତି। ଗତକାଲି ନିଜ ୭୬ ବର୍ଷୀୟା ଲିଭ୍ଇନ୍‌ରେ ପାର୍ଟନରଙ୍କୁ ବିବାହ କରିଥିବା ବୃଦ୍ଧଙ୍କର ନାତି, ଅଣନାତି ମଧ୍ୟ ଅଛନ୍ତି। ଏହି ଘଟଣାଟି ବର୍ତ୍ତମାନ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୪୮ ବର୍ଷ ପୂର୍ବେ ଦେବଦାସ କାଲାସୁଆ ପଡ଼ୋଶୀ ଗାଁର ମଗଡୁ […]

vvvvvvvvv

vvvvvvvvv

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 02:59 PM IST

Sports

Latest News

ରାଜସ୍ଥାନ: ଉଦୟପୁରରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ଉଦୟପୁରର ପରିଗିୟପଦା ଅଞ୍ଚଳର ଜଣେ ପୁରୁଷ ୪୮ ବର୍ଷ ଜଣେ ମହିଳାଙ୍କ ସହ ଲିଭ୍‌ଇନ୍‌ରେ ରହିବା ପରେ ଏବେ ୮୦ ବର୍ଷ ବୟସରେ ତାଙ୍କୁ ବିବାହ କରିଛନ୍ତି। ଗତକାଲି ନିଜ ୭୬ ବର୍ଷୀୟା ଲିଭ୍ଇନ୍‌ରେ ପାର୍ଟନରଙ୍କୁ ବିବାହ କରିଥିବା ବୃଦ୍ଧଙ୍କର ନାତି, ଅଣନାତି ମଧ୍ୟ ଅଛନ୍ତି। ଏହି ଘଟଣାଟି ବର୍ତ୍ତମାନ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

୪୮ ବର୍ଷ ପୂର୍ବେ ଦେବଦାସ କାଲାସୁଆ ପଡ଼ୋଶୀ ଗାଁର ମଗଡୁ ବାଈଙ୍କୁ ନିଜ ଘରକୁ ଆଣିଥିଲେ। ଯେଉଁଠି ତାଙ୍କ ପ୍ରଥମ ସ୍ତ୍ରୀ ଚମ୍ପା ବାଈ ଓ ପିଲାମାନେ ରହୁଥିଲେ। ଚମ୍ପା ବାଈ ପରେ ପିଲାଙ୍କୁ ନେଇ ଫଲାସିଆ ସହରରେ ଯାଇ ରହିଲେ। ଏପଟେ ଦେବଦାସ ତାଙ୍କ ପୈତୃକ ଘରେ ମଗଡୁ ବାଈଙ୍କ ସହ ରହିଗଲେ।

ଦେବଦାସ ଓ ମଗଡୁଙ୍କ ସମ୍ପର୍କକୁ ଗାଁରେ ସାମାଜିକ ସ୍ୱୀକୃତି ମିଳିପାରି ନଥିଲା। ଏଥିପାଇଁ ସେମାନଙ୍କ ପୁଅ ନିଜ ମାଆଙ୍କ ପରିବାର ଲୋକଙ୍କୁ ମାତାପିତାଙ୍କ ବିବାହର ପ୍ରସ୍ତାବ ଦେଇଥିଲେ। ସବୁଠୁ ଭଲ କଥା ହେଉଛି, ଉକ୍ତ ପ୍ରସ୍ତାବରେ ଉଭୟଙ୍କ ପରିବାର ରାଜି ହୋଇଯାଇଥିଲେ। ଦେବଦାସଙ୍କ ପୁଅ ଅର୍ଜୁନଲାଲ ଜଣେ ସ୍କୁଲ ଶିକ୍ଷକ। ସେ ଅନେକ ଦିନରୁ ଚାହୁଁଥିଲେ ଯେ, ତାଙ୍କ ମାତାପିତାଙ୍କ ସମ୍ପର୍କକୁ ସ୍ୱୀକୃତି ମିଳିଯାଉ। କିନ୍ତୁ ସ୍ଥାନୀୟ ପରମ୍ପରା ଅନୁଯାୟୀ ଏହା କେବଳ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ତାଙ୍କର ପ୍ରଥମ ସ୍ତ୍ରୀ ରାଜି ହେବେ। ତେଣୁ ଦେବଦାସଙ୍କ ପ୍ରଥମ ସ୍ତ୍ରୀ ଚମ୍ପା ବାଈଙ୍କ ସହମତି ପରେ ଏମାନଙ୍କର ବାହାଘର ହୋଇଥିଲା। ହେଲେ ଦେହ ଅସୁସ୍ଥ ଥିବା କାରଣରୁ ଚମ୍ପା ବାଈ ବିବାହ ଉତ୍ସବରେ ସାମିଲ ହୋଇପାରି ନଥିଲେ।

ଗତକାଲି ଏମାନଙ୍କର ‘ଭଞ୍ଜନ’ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ବରର ପରିବାର କନିଆଙ୍କ ପରିବାରକୁ ଯାଆନ୍ତି। ସେଠି ବର ପକ୍ଷରୁ ୫୦ କିଲୋ ଓ କନିଆ ପକ୍ଷରୁ ୧୦ କିଲୋ ଚାଉଳକୁ ମିଶାଯାଏ ଓ ଏହାକୁ ରନ୍ଧାଯାଇ ଅତିଥିମାନଙ୍କୁ ଖାଇବାକୁ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story