ଡେଙ୍ଗୁରେ ଓଡିଆ ଶିଶୁର ମୃତ୍ୟୁ ଘଟଣା: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଭୁବନେଶ୍ୱର: ଦିଲ୍ଲୀରେ ୭ ବର୍ଷର ଓଡ଼ିଆ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବା ଏବଂ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥା ହୋଇଛନ୍ତି। ତା’ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନବୀନ ଦାବି କରିଛନ୍ତି। ସେହିପରି ମୃତ ଓଡ଼ିଆ ଦମ୍ପତ୍ତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ […]

Naveen Patnaik

Naveen Patnaik

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 04:10 PM IST

Sports

Latest News

kendrapadaଭୁବନେଶ୍ୱର: ଦିଲ୍ଲୀରେ ୭ ବର୍ଷର ଓଡ଼ିଆ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବା ଏବଂ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ କଥା ହୋଇଛନ୍ତି। ତା'ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନବୀନ ଦାବି କରିଛନ୍ତି। ସେହିପରି ମୃତ ଓଡ଼ିଆ ଦମ୍ପତ୍ତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତା'ସହ ସାମାଜିକ କଲ୍ୟାଣ ଯୋଜନାରେ ପରିବାର ଲୋକଙ୍କୁ ସାମିଲ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଅବିନାଶ ମୃତ୍ୟୁ ପରେ ମ୍ରିୟମାଣ ହୋଇ ତାଙ୍କ ମାଆବାପା ଆତ୍ମହତ୍ୟା କରିବା ଘଟଣାକୁ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫେ।ନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ କେଜ୍ରିୱାଲ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲ ଆଜି ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏଣେ ଅବିନାଶଙ୍କ ଶୋକରେ ସେ ପଢୁଥିବା ଦକ୍ଷିଣ ଦିଲ୍ଲୀର ହଜ୍ ଖାସସ୍ଥିତ ସହୋଦୟ ସ୍କୁଲକୁ ଆଜି ବନ୍ଦ କରାଯାଇଛି । ଏଠାରେ ପ୍ରଥମ ଶ୍ରେଣୀରେ ପଢୁଥିଲେ ଅବିନାଶ। ଭଲ ପାଠ ପଢ଼ିବା ସହିତ ମେଳାପି ଥିବାରୁ ସହପାଠୀ ଓ ଶିକ୍ଷକଙ୍କ ପ୍ରିୟପାତ୍ର ଥିଲେ ଅବିନାଶ୍। କ୍ଲାସ ଟିଚରଙ୍କ କହିବା ଅନୁଯାୟୀ, ଅବିନାଶ ଅଧିକାଂଶ ସମୟରେ କ୍ଲାସ ପରୀକ୍ଷାରେ ଫୁଲ ମାର୍କ ରଖୁଥିଲେ। ପାଠପଢ଼ା, ଚିତ୍ରାଙ୍କନ, ବକ୍ତୃତା ସବୁଥିରେ ବେଶ୍ ଆଗରେ ରହୁଥିଲେ ସେ। କେବେ କୌଣସି ବିଷୟରେ ତାଙ୍କର ଅଭିଯୋଗ ନ ଥିଲା। ଗତମାସରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ‘ମୋ ପରିବାର’ ଉପରେ କହି ତୃତୀୟ ସ୍ଥାନ ହାସଲ କରିଥିଲେ । ଏବେ ତାଙ୍କ ବିୟୋଗରେ ସାରା ସ୍କୁଲରେ ଶୋକର ଛାୟା।

ସେପଟେ ଏହି ଘଟଣାରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ସୁନୀଲ ଭାର୍ଗବ ପ୍ରତିକ୍ରିୟା ରଖିଛନ୍ତି। ସେ ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିବା ସହ ଏ ସମ୍ପର୍କରେ ଜାଣିବା ପରେ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story