ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ; ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁରର ଗୁନ୍ଥୁଳିନାଳରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଛି ଦୂରରେ ଜୋତା ଓ ଡ୍ରେସ୍ ପଡ଼ିଛି। ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଗତ ଦୁଇ ଦିନ ତଳେ ଗାଁ ପାଖ ସାଙ୍ଗ ଘରକୁ ଯାଇ ଆଉ ଫେରିନଥିଲେ ସଂପୃକ୍ତ ନାବାଳିକା। ଏନେଇ ପୁଟାସିଂ ଥାନାରେ ମଧ୍ୟ ଏକ ମାମଲା ହୋଇଥିଲା।

girl

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 02:52 PM IST

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁରର ଗୁନ୍ଥୁଳିନାଳରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଛି ଦୂରରେ ଜୋତା ଓ ଡ୍ରେସ୍ ପଡ଼ିଛି। ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

ଗତ ଦୁଇ ଦିନ ତଳେ ଗାଁ ପାଖ ସାଙ୍ଗ ଘରକୁ ଯାଇ ଆଉ ଫେରିନଥିଲେ ସଂପୃକ୍ତ ନାବାଳିକା। ଏନେଇ ପୁଟାସିଂ ଥାନାରେ ମଧ୍ୟ ଏକ ମାମଲା ହୋଇଥିଲା।

Related story