ରାଶି ଅନୁସାରେ ଜାଣନ୍ତୁ, କେଉଁ ବୟସରେ ଖୋଲିଥାଏ ଭାଗ୍ୟ

ଭାଗ୍ୟରେ ଯାହା ଥାଏ ସେଇଆ ମିଳେ। ସଫଳତା-ବିଫଳତା, ସୁଖ-ଦୁଃଖ, ଜୀବନ-ମୃତ୍ୟୁ, ପାଇବା-ହରେଇବା ସବୁ ଭାଗ୍ୟ ସହ ଯୋଡା। ଯଦି ଭାଗ୍ୟରେ ନଥାଏ ଯେତେ ପରିଶ୍ରମ କଲେ ବି କିଛି ଲାଭ ମିଳି ନଥାଏ। ଏମିତି କି ସଫଳତାର ଶିଖରରେ ଥାଇ ବି ବହୁ ସମୟରେ ହତାଶାର ସାମ୍ନା କରିବାକୁ ପଡିଥାଏ। ଏମିତି ସ୍ଥିତିରେ ଚିନ୍ତା ମାଡି ଆସିଥାଏ। ଏପରି ସଫଳତା, ବିଫଳତା ମଣିଷ ଜୀବନର ଅଙ୍ଗାଅଙ୍ଗି ଭାବେ ଜଡ଼ିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଫଳତା ଓ ବିଫଳତା […]

Rasi

Rasi

Rakesh Mallick
  • Published: Monday, 29 January 2018
  • Updated: 29 January 2018, 08:40 PM IST

Sports

Latest News

ଭାଗ୍ୟରେ ଯାହା ଥାଏ ସେଇଆ ମିଳେ। ସଫଳତା-ବିଫଳତା, ସୁଖ-ଦୁଃଖ, ଜୀବନ-ମୃତ୍ୟୁ, ପାଇବା-ହରେଇବା ସବୁ ଭାଗ୍ୟ ସହ ଯୋଡା। ଯଦି ଭାଗ୍ୟରେ ନଥାଏ ଯେତେ ପରିଶ୍ରମ କଲେ ବି କିଛି ଲାଭ ମିଳି ନଥାଏ। ଏମିତି କି ସଫଳତାର ଶିଖରରେ ଥାଇ ବି ବହୁ ସମୟରେ ହତାଶାର ସାମ୍ନା କରିବାକୁ ପଡିଥାଏ। ଏମିତି ସ୍ଥିତିରେ ଚିନ୍ତା ମାଡି ଆସିଥାଏ। ଏପରି ସଫଳତା, ବିଫଳତା ମଣିଷ ଜୀବନର ଅଙ୍ଗାଅଙ୍ଗି ଭାବେ ଜଡ଼ିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଫଳତା ଓ ବିଫଳତା ଆପଣଙ୍କ ରାଶି ଦ୍ୱାରା ପ୍ରଭାବିତ ହୋଇଥାଏ। କେଉଁ ରାଶିର ବ୍ୟକ୍ତିଙ୍କର କେଉଁ ବୟସରେ ଭାଗ୍ୟ ଖୋଲିଥାଏ ଓ ଏହି ସମୟରେ ସେମାନେ କ’ଣ କରିବା ଉଚିତ ସେ ନେଇ ଜ୍ୟୋତିଷ ଶାସ୍ତ୍ର ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କାଉଁ ବୟସରେ ସଫଳତା ପାଇଥାନ୍ତି।

ମେଷ: ମେଷ ରାଶିର ଲୋକଙ୍କର ୧୬, ୨୨, ୨୮, ୩୨ ଓ ୩୬ ବର୍ଷରେ ଭାଗ୍ୟ ଖୋଲିଥାଏ। ଏହି ସମୟରେ ସେମାନେ ଅଧିକ ପରିଶ୍ରମ କଲେ ଲାଭବାନ ହୋଇପାରିବେ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ବୃଷ: ବୃଷର ରାଶିର ଲୋକଙ୍କ ଭାଗ୍ୟ ୨୫, ୨୮, ୩୬ ଓ ୪୨ ବର୍ଷ ବୟସରେ ଖୋଲିଥାଏ। ଏହି ବୟସରେ ସେମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।

ମିଥୁନ: ମିଥୁନ ରାଶିର ବ୍ୟକ୍ତିମାନଙ୍କର ୨୨, ୩୨, ୩୫, ୩୬ ଓ ୪୨ ବର୍ଷ ବୟସରେ ଭାଗ୍ୟ ଖୋଲିଥାଏ। ଏହି ସମୟରେ ସେମାନେ ଯେଉଁ କାମ କରିଥାନ୍ତି, ସେଥିରେ ସଫଳତା ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

କର୍କଟ: କର୍କଟ ରାଶିର ଲୋକଙ୍କର ୧୬, ୨୨, ୨୪, ୨୫, ୨୮ ଓ ୩୨ ବର୍ଷରେ ଭାଗ୍ୟ ଖୋଲିଥାଏ। ଏହି ସମୟରେ ପରିଶ୍ରମକୁ ଦ୍ୱିଗଣିତ କଲେ ସଫଳତାର ଶିଖର ଛୁଇଁ ପାରିବେ।

ସିଂହ: ସିଂହ ରାଶିର ଲୋକଙ୍କୁ ୧୬, ୨୨, ୨୪, ୨୬, ୨୮ ଓ ୩୨ ବର୍ଷରେ ସଫଳତା ମିଳିଥାଏ।

କନ୍ୟା: କନ୍ୟା ରାଶିର ଲୋକଙ୍କ ଭାଗ୍ୟ ୨୨, ୨୫, ୩୨, ୩୩, ୩୫ ଓ ୩୬ ବର୍ଷ ବୟସରେ ଖୋଲିଥାଏ। ଏହି ସମୟରେ ଅଧିକ ପରିଶ୍ରମ ଓ ଚେଷ୍ଟା କରିବା ଦରକାର।

ତୁଳା: ତୁଳା ରାଶିର ଲୋକଙ୍କର ଭାଗ୍ୟ ୨୪, ୨୫, ୩୨, ୩୩ ଓ ୩୫ ବର୍ଷ ବୟସରେ ସାଥ ଦେଇଥାଏ। ଏହି ବୟସରେ ଏମାନେ ଧନାବାନ ବି ହୋଇପାରିବେ।

ବିଚ୍ଛା:  ବିଛା ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ୨୨, ୨୪, ୩୨ବର୍ଷ ବୟସରେ ହୋଇଥାଏ। ଏହି ବୟସରେ କରିଥିବା ଛୋଟ ପ୍ରୟାସ ବି ଖୁବ୍‌ ବଡ ସଫଳତା ଦେଇଥାଏ।

ଧନୁ: ଏହି ରାଶିର ବ୍ୟକ୍ତିଙ୍କର ୧୬, ୨୨ ଓ ୩୨ ବର୍ଷ ବୟସରେ ଭାଗ୍ୟ ଖୋଲିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ପାଇବା ପାଇଁ ଖୁବ୍‌ ପରିଶ୍ରମ କରିବାକୁ ପଡିଥାଏ।

ମକର: ଏମାନଙ୍କ ଭାଗ୍ୟ ୨୫, ୩୩, ୩୫ ଓ ୩୬ ବର୍ଷ ବୟସରେ ଖୋଲିଥାଏ।

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କର ୨୫, ୨୮, ୩୬ ଓ ୪୨ ବର୍ଷ ବୟସରେ ଭାଗ୍ୟ ଖୋଲିଥାଏ। ଏହି ବୟସରେ ଏମାନେ କୌଣସି କ୍ଷେତ୍ରରେ ହାର ମାନିବା କଥା ନୁହେଁ।

ମୀନ: ମୀନ ରାଶିର ବ୍ୟକ୍ତିଙ୍କର ଭାଗ୍ୟ ୧୬, ୨୨, ୨୮ ଓ ୩୩ ବର୍ଷ ବୟସରେ ଖୋଲିଥାଏ। ଏହି ସମୟରେ ଏମାନେ ପୂର୍ବରୁ କରିଥିବା ପରିଶ୍ରମର ଫଳ ମଧ୍ୟ ପାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story