ଜ୍ୱାଇଁ ହେଲା ଜହ୍ଲାଦ: ଗଣଧର୍ଷଣର ଶିକାର ମାଉସୀ ଶାଶୂ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାଲିକୁମା ଗାଁରେ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରାଯାଇ ପରେ  ହତ୍ୟା ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂପୃକ୍ତ ମହିଳାଙ୍କ ଝିଆରୀ ଜ୍ୱାଇଁ ହରି ପାତ୍ର ତା ସହଯୋଗୀମାନେ ଗଣଦୁଷ୍କର୍ମ ସହ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହରିଙ୍କ ସହ ତାଙ୍କର ୩ ଜଣ ସହଯୋଗୀ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି। ଏପଟେ ଏହି […]

dkl

dkl

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 04:02 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାଲିକୁମା ଗାଁରେ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରାଯାଇ ପରେ  ହତ୍ୟା ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂପୃକ୍ତ ମହିଳାଙ୍କ ଝିଆରୀ ଜ୍ୱାଇଁ ହରି ପାତ୍ର ତା ସହଯୋଗୀମାନେ ଗଣଦୁଷ୍କର୍ମ ସହ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହରିଙ୍କ ସହ ତାଙ୍କର ୩ ଜଣ ସହଯୋଗୀ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି।

ଏପଟେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।  ଆଜି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ଦଳ ବାଲିକୁମା ଗାଁକୁ ଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି।  ସେମାନଙ୍କ ସହ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ମଧ୍ୟ ପରିବାର ଲୋକଙ୍କୁ ଭେଟିଛନ୍ତି। କେଉଁ ପରିସ୍ଥିତିରେ ଓ କିପରି ଘଟଣା ଘଟିଲା ସେ ସମ୍ପର୍କରେ ନେତାମାନେ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ସେହିପରି କଂଗ୍ରେସ ଅନୂସଚିତ ଜାତି ଜନଜାତିସେଲ୍‌ର ଏକ ପ୍ରତିନିଧି ଦଳ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି।  ସେଲ୍‌ର ଅଧ୍ୟକ୍ଷ ଥିବା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ନେତୃତ୍ୱରେ ଏହି ଟିମ୍ ଗାଁକୁ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story