ଢେଙ୍କାନାଳରେ ଦୁଇ ଥର ଭୂମିକମ୍ପ

ଢେଙ୍କାନାଳ: ଢେଙ୍କାନାଳରେ ଆଜି ଦୁଇ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଜିଲ୍ଲାବାସୀ ପ୍ରଥମ ଭୂକଂପ ଝଟକା ସକାଳ ୮ଟା ୧୮ମିନିଟରେ ଅନୁଭବ କରିଥିଲେ। ପରେ୧୧ଟା ୨୮ରେ ପୁଣି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୨.୮। ପ୍ରଥମେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୨ଥିଲା। ତେବେ ଭୂକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।  ଭୂମିକମ୍ପ ଝଟକା ଅନୁଭବ କରିବା ପରେ ଭୟଭୀତ ହୋଇ ଲୋକମାନେ ଘରୁ ପଦାକୁ ବାହାରି ଆସିଲେ।

dkl

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 09:46 AM IST

Related story