ଏସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ନଚେତ କ୍ରୋଧିତ ହୋଇପାରନ୍ତି ମହାଦେବ

ମହାଦେବ ସମସ୍ତ ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି। ସେ ସତ୍ୟ-ଶିବ-ସୁନ୍ଦର। ସେ ସହଜରେ ମନୋବାଞ୍ଛିତ ଫଳ ପ୍ରଦାନ କରନ୍ତି। ତେବେ ଶିବ ପୁରାଣ ଅନୁସାରେ କିଛି କାର୍ଯ୍ୟ ମହାଦେବଙ୍କୁ କଷ୍ଟ ଦେଇଥାଏ। ଏପରି କାର୍ଯ୍ୟ କଲେ ମହାଦେବ ଭୁଲ୍‌ରେ କ୍ଷମା କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟ ମହାଦେବଙ୍କର ପସନ୍ଦ ନୁହେଁ । – ଅନ୍ୟ ଧନକୁ  ହଡ଼ପ କରି ନିଜର କରୁଥିବା ବ୍ୟକ୍ତି ମହାଦେବଙ୍କ […]

lord-shiva

lord-shiva

Rakesh Mallick
  • Published: Monday, 25 December 2017
  • Updated: 25 December 2017, 11:49 AM IST

Sports

Latest News

ମହାଦେବ ସମସ୍ତ ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି। ସେ ସତ୍ୟ-ଶିବ-ସୁନ୍ଦର। ସେ ସହଜରେ ମନୋବାଞ୍ଛିତ ଫଳ ପ୍ରଦାନ କରନ୍ତି। ତେବେ ଶିବ ପୁରାଣ ଅନୁସାରେ କିଛି କାର୍ଯ୍ୟ ମହାଦେବଙ୍କୁ କଷ୍ଟ ଦେଇଥାଏ। ଏପରି କାର୍ଯ୍ୟ କଲେ ମହାଦେବ ଭୁଲ୍‌ରେ କ୍ଷମା କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟ ମହାଦେବଙ୍କର ପସନ୍ଦ ନୁହେଁ ।

- ଅନ୍ୟ ଧନକୁ  ହଡ଼ପ କରି ନିଜର କରୁଥିବା ବ୍ୟକ୍ତି ମହାଦେବଙ୍କ ନଜରରେ ଅପରାଧୀ।

- ଅନ୍ୟ କାହାର ସ୍ୱାମୀ ଅବା ସ୍ତ୍ରୀ ଉପରେ ଖରାପ ନଜର ପକାଇଲେ ଅବା ତାକୁ ପାଇବାକୁ ଇଚ୍ଛା କରୁଥିବା ଲୋକଙ୍କ ଉପରେ ମହାଦେବ କ୍ଷୁବ୍ଧ ହୁଅନ୍ତି।

- ନିର୍ଦ୍ଦୋଷ ଲୋକଙ୍କୁ କଷ୍ଟ ଦେଲେ ଓ ଧନ ସଂପତ୍ତି ଲୁଟିଲେ ମହାଦେବ କଦାପି କ୍ଷମା କରନ୍ତି ନାହିଁ।

- କୌଣସି ଗର୍ଭବତୀ ମହିଳାଙ୍କୁ କଟୁ  କଥା କହିଲେ ମହାଦେବ କ୍ରୋଧିତ ହୁଅନ୍ତି।

- ଶିଶୁ, ମହିଳା, ଦୁର୍ବଳ ଶ୍ରେଣୀ ପ୍ରତି ହିଂସା ପ୍ରଦର୍ଶନ, ଅସାମାଜିକ କାର୍ଯ୍ୟପ୍ରତି ଆସକ୍ତ ମନୁଷ୍ୟଙ୍କୁ ମହାଦେବ କ୍ଷମା କରନ୍ତି ନାହିଁ।

- ଗୁରୁ, ମାତା-ପିତା ଅବା ପୂର୍ବଜଙ୍କୁ ଭୁଲ୍‌ରେ ମଧ୍ୟ ଅପମାନିତ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story