ଗଣେଶ ପୂଜା ଦିନ କ’ଣ କରିବା ଅନୁଚିତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ସବୁଠୁ ଅଧିକ ପୂଜା ପାଉଥିବା ଦେବତାଙ୍କ ମଧ୍ୟରୁ ଗଣେଶ ଅନ୍ୟତମ। ବିଘ୍ନହର୍ତ୍ତା ନାଁ&#039;ରେ ପରିଚିତ ଗଣେଶକୁ ପିଲାମାନେ ଜ୍ଞାନ ବୃଦ୍ଧି ନିମନ୍ତେ ପୂଜା କରନ୍ତି। ଗଣେଶ ଚତୁର୍ଥୀ ଦିନ ଭିନ୍ନ ଭିନ୍ନ ଉପାୟରେ ଗଣେଶଙ୍କୁ ପୂଜା କରାଯାଏ। ଗଣେଶ ପୂଜା କରିବା ପାଇଁ ସେମିତି କିଛି ସ୍ୱତନ୍ତ୍ର ନିୟମ ନଥାଏ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗଣେଶ ପୂଜା କରୁଥିବା ପିଲାମାନେ ସେଦିନ ସଂଧ୍ୟାରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଓ ଆପଣଙ୍କ ପୂଜା ଅସମ୍ପୂର୍ଣ୍ଣ ରହିଥାଏ। ତେଣୁ ଯଥା ସମ୍ଭବ ସେଦିନ ସଂଧ୍ୟାରେ ଆକାଶକୁ ଚାହାଁନ୍ତୁନାହିଁ।</p>

Ordigital Desk
  • Published: Friday, 29 December 2017
  • Updated: 29 December 2017, 08:59 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ସବୁଠୁ ଅଧିକ ପୂଜା ପାଉଥିବା ଦେବତାଙ୍କ ମଧ୍ୟରୁ ଗଣେଶ ଅନ୍ୟତମ। ବିଘ୍ନହର୍ତ୍ତା ନାଁ&#039;ରେ ପରିଚିତ ଗଣେଶକୁ ପିଲାମାନେ ଜ୍ଞାନ ବୃଦ୍ଧି ନିମନ୍ତେ ପୂଜା କରନ୍ତି। ଗଣେଶ ଚତୁର୍ଥୀ ଦିନ ଭିନ୍ନ ଭିନ୍ନ ଉପାୟରେ ଗଣେଶଙ୍କୁ ପୂଜା କରାଯାଏ। ଗଣେଶ ପୂଜା କରିବା ପାଇଁ ସେମିତି କିଛି ସ୍ୱତନ୍ତ୍ର ନିୟମ ନଥାଏ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗଣେଶ ପୂଜା କରୁଥିବା ପିଲାମାନେ ସେଦିନ ସଂଧ୍ୟାରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଓ ଆପଣଙ୍କ ପୂଜା ଅସମ୍ପୂର୍ଣ୍ଣ ରହିଥାଏ। ତେଣୁ ଯଥା ସମ୍ଭବ ସେଦିନ ସଂଧ୍ୟାରେ ଆକାଶକୁ ଚାହାଁନ୍ତୁନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos