ଜାଣନ୍ତୁ, ଘର ଛାତରେ କ’ଣ ରଖିବେ ଓ କ’ଣ ରଖିବେ ନାହିଁ

ଘରର ଛାତ ଉପରେ ଅନେକ ବସ୍ତୁ ରଖିଲେ ବାସ୍ତୁ ସମସ୍ୟା ଦେଖା ଦିଏ। ସେହିପରି ଛାତରେ କିଛି ଜିନିଷ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ତେଣୁ ଘର ଛାତ ଉପରେ କେଉଁ ଜିନିଷ ରଖିଲେ ଭଲ ଓ କେଉଁ ଜିନିଷ ରଖିଲେ ଭଲ ନୁହେଁ ତାହା ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ଘର ଛାତ ଉପରେ କେଉଁ ଜିନିଷ ରଖିବେ ଓ କେଉଁ ଜିନିଷ ରଖିବେ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ […]

Terrace

Terrace

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 09:49 AM IST

Sports

Latest News

ଘରର ଛାତ ଉପରେ ଅନେକ ବସ୍ତୁ ରଖିଲେ ବାସ୍ତୁ ସମସ୍ୟା ଦେଖା ଦିଏ। ସେହିପରି ଛାତରେ କିଛି ଜିନିଷ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ତେଣୁ ଘର ଛାତ ଉପରେ କେଉଁ ଜିନିଷ ରଖିଲେ ଭଲ ଓ କେଉଁ ଜିନିଷ ରଖିଲେ ଭଲ ନୁହେଁ ତାହା ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ଘର ଛାତ ଉପରେ କେଉଁ ଜିନିଷ ରଖିବେ ଓ କେଉଁ ଜିନିଷ ରଖିବେ ନାହିଁ।

  • ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ପାଖରେ ପୂଜା ହୋଇଥିବା ଲାଲ ପତାକା ଘର ଛାତର ଦକ୍ଷିଣ ଦିଗରେ ଲଗାଇବା ଶୁଭ। ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପଡ଼େ ନାହିଁ।
  • ଛାତ ଉପରେ ସାତଟି ରଙ୍ଗ ଥିବା ପତାକା ଲଗାଇବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବଜାୟ ରହେ।
  • ଜଙ୍କ୍ ଲଗା ଲୁହା ଜିନିଷ ଓ ଜାଳେଣି ଭାବେ ବ୍ୟବହୃତ ହେଉଥିବା ଜିନିଷ ଘର ଛାତ ଉପରେ ରଖନ୍ତୁ ନାହିଁ। କାରଣ ଏହା ବାସ୍ତୁ ଦୋଷର ଅନ୍ୟତମ ପ୍ରମୁଖ କାରଣ ହୋଇଥାଏ।
  • ଗୃହପାଳିତ ପଶୁଙ୍କୁ ଘରର ଛାତରେ ବାନ୍ଧି ରଖନ୍ତୁ ନାହିଁ।
  • ଛାତରେ ମନ୍ଦିର ନିର୍ମାଣ କରନ୍ତୁ ନାହିଁ। ଏହା ଦ୍ୱାରା ଘର ଉପରେ ଖରାପ ପ୍ରଭାବ ପଡ଼େ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story