ମାଉଥ ୱାସ୍ ବ୍ୟବହାର କରୁଛନ୍ତି କି? ସାବଧାନ୍, ହୋଇପାରନ୍ତି ଏହି ରୋଗର ଶିକାର

ଆପଣ ପ୍ରତିଦିନ ମାଉଥ ୱାସ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ପ୍ରତିଦିନ ମାଉଥୱାସ୍ ବ୍ୟବହାର ଦ୍ୱାରା ଆପଣଙ୍କ ସୁଗାର ଲେଭଲ ବହୁତ ଶୀଘ୍ର ବଢ଼ିପାରେ। ଯାହା ଆପଣଙ୍କ ସ୍ୱାସ୍ଥ ପ୍ରତି ହାନିକାରକ । ହାୱାର୍ଡ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦିନରେ ଅତିକମରେ ଦୁଇଥର ମାଉଥୱାସ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଡାଇବେଟିଜ୍ ହେବାର ଭୟ ୫୫ପ୍ରତିଶତ ଅଧିକ ଥାଏ।  ମାଉଥୱାସ୍‌ରେ ଆଣ୍ଟି-ବ୍ୟାକ୍ଟେରିଆଲ୍ […]

MOUTHWASH

MOUTHWASH

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 03:31 PM IST

ଆପଣ ପ୍ରତିଦିନ ମାଉଥ ୱାସ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ପ୍ରତିଦିନ ମାଉଥୱାସ୍ ବ୍ୟବହାର ଦ୍ୱାରା ଆପଣଙ୍କ ସୁଗାର ଲେଭଲ ବହୁତ ଶୀଘ୍ର ବଢ଼ିପାରେ। ଯାହା ଆପଣଙ୍କ ସ୍ୱାସ୍ଥ ପ୍ରତି ହାନିକାରକ ।

ହାୱାର୍ଡ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦିନରେ ଅତିକମରେ ଦୁଇଥର ମାଉଥୱାସ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଡାଇବେଟିଜ୍ ହେବାର ଭୟ ୫୫ପ୍ରତିଶତ ଅଧିକ ଥାଏ।  ମାଉଥୱାସ୍‌ରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଉପାଦାନଗୁଡ଼ିକ ଥାଏ। ଏଗୁଡ଼ିକ ପାଟିରେ ମାଇକେରୋବ୍ସ ଉତ୍ପାଦନ ଉପରେ ପ୍ରଭାବ ପକାଇଥାଏ। ଯାହାଫଳରେ ପାଟିରେ ନାଇଟ୍ରିକ ଅକ୍‌ସାଇଡର ପରିମାଣ କମିଯାଏ।  ଫଳରେ ଆମ ଶରୀରର ମେଟାବୋଲିଜିମ୍‌ରେ ଅସନ୍ତୁଳନ ଦେଖାଦେଇଥାଏ ଓ ଡାଇବେଟିଜ୍ ଭଳି ରୋଗ ହୋଇଥାଏ।

ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମାଉଥୱାସ୍‌ର ବ୍ୟବହାର ଦେହ ପାଇଁ ଫାଇଦା କମ୍ କ୍ଷତି ଅଧିକ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story