ଅଧିକାଂଶ ଲୋକେ ଘରେ କୁକୁର ପାଳିବାକୁ ଭଲ ପାଆନ୍ତି। କୁହାଯାଏ, କୁକୁରର ଷଷ୍ଠ ଇନ୍ଦ୍ରୀୟ ଅଧିକ ସକ୍ରିୟ ଥାଏ। କୌଣସି ଅଶୁଭ ଘଟଣା ଘଟିବା ପୂର୍ବରୁ କୁକୁର ଆଗୁଆ ଜାଣିପାରିଥାଏ ଆଉ କାନ୍ଦିବା ଆରମ୍ଭ କରିଦିଏ। ତେଣୁ କୁକୁର କାନ୍ଦିବା ଅଶୁଭ ବୋଲି ଧରାଯାଏ। କୁକୁର କାନ୍ଦିବା ଛଡା ଅନ୍ୟ କିଛି ସଙ୍କେତ ରହିଛି ଯାହା ଖରାପ ବୋଲି ଧରାଯାଏ। ଆସନ୍ତୁ ଜାଣିବା ସେ ସଂପର୍କରେ।
- ଆକାଶ ଆଡକୁ ମୁହଁ କରି କୁକୁର ଭୋକିବାକୁ ଲାଗିଲେ ଏହା ଅଶୁଭ ହୋଇଥାଏ। ଏହା ଆଗାମୀ ଦିନରେ ପାଣିର ଅଭାବ ଦେଖାଯିବର ସଂକେତ ହୋଇଥାଏ।
- କୌଣସି କାମରେ ଯାଉଥିଲେ ଯଦି ବାଟରେ କୁକୁର ଗଡିବାକୁ ଲାଗେ ତେବେ ଜାଣିବେ କାର୍ଯ୍ୟରେ ନିଶ୍ଚିତ ଭାବେ ବାଧା ଉପୁଜିବ।
- କୁକୁର ଯଦି ଯୋତା କିମ୍ୱା ଚପଲ ନେଇଯାଏ ତେବେ ସାବଧାନ ହୋଇଯାଆନ୍ତୁ। ଏହା ମଧ୍ୟ ବିପଦର ସଂକେତ। ଏହି ସମୟରେ ଯାତ୍ରା ପାଇଁ ବାହାରକୁ ଯାଉଥିଲେ ଯାତ୍ରା ସ୍ଥଗିତ କରିଦିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...