ଗାଲରେ ବା ମୁଣ୍ଡରେ ହାତ ରଖି ଖାଆନ୍ତି କି? ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ

Ordigital Desk
  • Published: Thursday, 10 May 2018
  • , Updated: 10 May 2018, 01:11 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଦେଖିଥିବେ କିଛି ଲୋକ ଖାଇବା ସମୟରେ ଗାଲରେ କିମ୍ବା ମୁଣ୍ଡରେ ହାତ ରଖି ଖାଆନ୍ତି। କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ପାଦରେ ହାତ ରଖି ଖାଆନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଯଦି ଆପଣଙ୍କର ଏମିତି କିଛି ଅଭ୍ୟାସ ଅଛି, ତେବେ ସେସବୁ ତୁରନ୍ତ ଛାଡନ୍ତୁ। କାରଣ ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଅନ୍ନ ହେଉଛି ମାଆ ଲକ୍ଷ୍ମୀ। ତେଣୁ ଭୋଜନ କରିବା ସମୟରେ ପାଦରେ କିମ୍ବା ଗାଲରେ ଭରାଦେଇ ଖାଇବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ। ତେଣୁ ଖାଦ୍ୟ ଖାଇବା ସମୟରେ ଚକା ପକାଇ ବସନ୍ତୁ ଏବଂ ହାତକୁ କେଉଁଥିରେ ଭରା ନଦେଇ ଭୋଜନ ଗ୍ରହଣ କରନ୍ତୁ। ଏପରି କଲେ ମଙ୍ଗଳ ହେବ। (ଦେଖନ୍ତୁ ଭିଡିଓ)</p>

Related story