ଭୁବନେଶ୍ୱର(ଓଡିଶା ରିପୋର୍ଟର): ତିଥି ଅନୁସାରେ ଖାଦ୍ୟ ଖାଆନ୍ତୁ। ଯଦି ଏମିତି କରୁନାହାଁନ୍ତି, ତେବେ ଆଜିଠାରୁ ଏଭଳି ଅଭ୍ୟାସର ଆରମ୍ଭ କରନ୍ତୁ। କହିବାର ଉଦ୍ଦେଶ୍ୟ ହେଉଛି ତିଥି ଅନୁସାରେ ଖାଦ୍ୟପେୟ ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଅଷ୍ଟମୀ ତିଥିରେ କେବେ ‘ନଡିଆ’ ଖାଇବେ ନାହିଁ। ଏହିଦିନ ନଡିଆ ଖାଇଲେ ମୁର୍ଖ ହୋଇଯିବେ। ଏବଂ ତୃତୀୟା ତିଥିରେ କେବେ ‘ପୋଟଳ’ ଖାଆନ୍ତୁ ନାହିଁ। ରୋଗରେ ପଡିବେ। ତେଣୁ ଏହି ଦୁଇଟି ତିଥିରେ ଏହି ଦୁଇଟି ଖାଦ୍ୟଠୁ ଯେତେ ସମ୍ଭବ ଦୂରେଇ ରହିବା ଭଲ। (ଦେଖନ୍ତୁ ଭିଡିଓ)
https://youtu.be/_kXfD6sKDDU?list=PLSItThInuALsR3zhPtcvN27BHifeAaF98
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...